ବ୍ରିଟେନକୁ ଅନୁକରଣ କରି ଭାରତରେ ନିର୍ବାଚନ ବ୍ୟବସ୍ଥା ବିଗିଡ଼ିଗଲା। ବ୍ରିଟେନରେ ଦେଶ ପାଣ୍ଠିରେ ଦଳ ଓ ନିର୍ବାଚନ ନାହିଁ ବୋଲି ଭାରତ ନ କରିବା ଭୁଲ ଥିଲା’- ପ୍ରେମ ଶଙ୍କର ଝା_Book: The Dismantling of India’s Democracy

Spread the love

‘ବ୍ରିଟେନକୁ ଅନୁକରଣ କରି ଭାରତରେ ନିର୍ବାଚନ ବ୍ୟବସ୍ଥା ବିଗିଡ଼ିଗଲା। ବ୍ରିଟେନରେ ଦେଶ ପାଣ୍ଠିରେ ଦଳ ଓ ନିର୍ବାଚନ ନାହିଁ ବୋଲି ଭାରତ ନ କରିବା ଭୁଲ ଥିଲା’- ପ୍ରେମ ଶଙ୍କର ଝା

ବ୍ରିଟେନର ପ୍ରତି MP ସିଟରେ ହାରାହାରି 70 ହଜାର ଭୋଟର ଥାଆନ୍ତି
ହେଲେ ଭାରତରେ ଗୋଟିଏ ଏମପି ଆସନରେ ହାରାହାରି 15 ଲକ୍ଷ ଭୋଟର

ବ୍ରିଟେନରେ MP ସିଟର ହାରାହାରି କ୍ଷେତ୍ରଫଳ 350 ବର୍ଗ କିଲୋମିଟର
ହେଲେ ଭାରତରେ ଗୋଟିଏ ଏମପି ଆସନର କ୍ଷେତ୍ରଫଳ 6 ହଜାର ବର୍ଗ କିଲୋମିଟର

ବ୍ରିଟେନରେ ଜଣେ ସାଂସଦ ଚାହିଁଲେ ସକାଳେ ବାହାରି ପୂରା ନିର୍ବାଚନମଣ୍ଡଳୀ ବୁଲି ଫେରିପାରିବେ
ଭାରତରେ ଏହା ସମ୍ଭବ ନୁହେଁ!

ବ୍ରିଟେନର ତଳ ସଦନ ସିଟ୍: 650; ଭାରତରେ ଲୋକସଭା ଆସନ: 543

2029 ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ ହେଲେ ଭାରତରେ ସିଟ୍ ସଂଖ୍ୟା ଦୁଇ ଗୁଣ ହୋଇପାରେ!

ଦେଶ ସ୍ବାଧୀନତା ବେଳେ ସମ୍ବିଧାନ ନିର୍ମାତାମାନେ ଦେଶ ପାଣ୍ଠିରେ ଦଳ ଓ ନିର୍ବାଚନ ବ୍ୟବସ୍ଥା ନ ଆଣି ବଡ଼ ଭୁଲ୍ କରିଦେଇଛନ୍ତି। ଜର୍ମାନୀ, ସ୍ବିଡେନ୍ ଏ ଦିଗରେ ଆଗୁଆ କାମ କରିଥିଲେ; ଆମେ ବିଳମ୍ବ କରିଦେଲେ। ଫଳରେ ରାଜନୀତି ଯେମିତି ଏକ `ଅପରାଧର ଉଦ୍ୟୋଗ’ ହୋଇଯାଇଛି- ପ୍ରେମ ଶଙ୍କର ଝା, ପ୍ରଖ୍ୟାତ ସାମ୍ବାଦିକ

Book: The Dismantling of India’s Democracy: 1947–2025 by Prem Shankar Jha

Leave a Reply

Your email address will not be published. Required fields are marked *