DNHS 1972 ବନ୍ଧୁ ମିଳନ, 28.01.2026, ଡ୍ର. ପ୍ରକାଶ ଫାର୍ମ house, ସରା଼ସ, Keonjhar ଠାରେ ପାଳିତ ହୋଇଯାଇଛି
କେନ୍ଦୁଝର : ଦର୍ଶନ ସମୀକ୍ଷା
ଦୀର୍ଘ 53 ବର୍ଷ ତଳର DNHS ବନ୍ଧୁ ମାନଙ୍କର ର ମିଳନ, ତା ପୁଣି ଡ଼କ୍ଟର ପ୍ରକାଶ ଙ୍କର ଫାର୍ମ house ର ପ୍ରାକୃତିକ ପରିବେଶ ରେ ନିଶ୍ଚତ ଭାବେ ବହୁତ ଆନନ୍ଦଦାୟକ ଥିଲା. ନିଜ ନିଜ ର ସାଥୀ ମାନଙ୍କୁ ଦେଖି ଖୁସି ହେଇ ପିଲାଦିନ କଥା ମନେ ପକାଇଥିଲେ ଓ କିଛି ସାଥୀ ମାନଂକ ବିୟୋଗ ରେ ଦୁଃଖ ପ୍ରକାଶ କରିଥଲେ
ଏହି କାର୍ଯ୍ୟକ୍ରମ ରେ ଦିଲ୍ଲୀପ ରାମ, ହେମନ୍ତ କୁମାର ନନ୍ଦ, ରାଧା ରାଉତ, ସ୍ବପନ ମିଶ୍ର, ଯଶୋବନ୍ତ ଦାସ, ଅରବିନ୍ଦ ଦାଶ ଙ୍କର ଅକ୍ଲାନ୍ତ ଚେଷ୍ଟା ପାଇଁ ସେମାନଙ୍କୁ ଧନ୍ୟବାଦ.
ଦିବଂଗତ ବନ୍ଧୁଗଣ ଙ୍କ ପାଇଁ ଦୁଇ ମିନଟ ନିରବ ପ୍ରାଥନା କରାଗଲା.
1.ଦୀପଙ୍କର ପଣ୍ଡା
2.ତପନ ମହାନ୍ତ
3.ନବ ସାହୁ
4.ପରବାସିଆ ନାୟକ
5.ରମେଶ ସାହୁ
6.ରମେଶ ମିଶ୍ର (ଟିମା)
7.ମୁକୁନ୍ଦ
ବିଶ୍ୱ ଶାନ୍ତି ପାଇଁ 5 ଥର ମହାମୃତ୍ୟଞ୍ଜୟ ମନ୍ତ୍ର ଆଉ ଶାନ୍ତି ପାଠ କରାଗଲା.
ବନ୍ଧୁ ମାନଙ୍କୁ ଡାଟା form ଦିଆଗଲା fill up ପାଇଁ.ଆଉ ତିନି ଜଣ ପୂରଣ କରିବା ପରେ ଗ୍ରୁପ ରେ upload ହେବ. ଫୋଟୋ ଦେବା ପାଇଁ ଅନୁରୋଧ କରାଗଲା. .
ସୁବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ଆମେ କିଛି ଜନହିତକର କାର୍ଯ୍ୟ କରିବା. ସେଥିରେ ସମସ୍ତଙ୍କର ସହଯୋଗ ଆବଶ୍ୟକ. ଆମେ ଏ ବିଷୟରେ ଜଣେଇବଛୁ. ଯେଉଁ ବନ୍ଧୁଗଣ ଗ୍ରୁପ ରେ ସାମିଲ ହୋଇନାହାନ୍ତି ତାଙ୍କୁ ଗ୍ରୁପ ରେ ମିଶେଇବା.
Starter ଆଉ main ଖାଦ୍ୟ ମଧ୍ୟ ବହୁତ tasty ହେଇ ଥିଲା ହେମନ୍ତ ନନ୍ଦ ଆଉ ରାଧା ରାଉତ ଙ୍କର ପ୍ରଚେଷ୍ଟା ଆଉ ବ୍ୟାଙ୍କ staff ଙ୍କର ରୋଷେଇ ସ୍ଵାଦିଷ୍ଟ ହେଇଥିଲା

ସମସ୍ତ participants ମାନ ଙ୍କୁ ବହୁତ ବହୁତ ଧନ୍ୟବାଦ.
ରଜନୀ ଯାଜପୁର ଟାଉନ, ସୁଶାନ୍ତ ପଣ୍ଡା, ବାରିପଦା, ପ୍ରଦୀପ ନାୟକ, ଭୁବନେଶ୍ୱର ru, ଅତୁଲ ଘଟଗାଁ ରୁ ଆଉ ଯଂଘିରା ବନ୍ଧୁ ମାନଙ୍କୁ ଧନ୍ୟବାଦ.
ଆସନ୍ତା ବର୍ଷ ବନ୍ଧୁ ମିଳନ କୁ ସାଫଲ୍ୟ କରିବା ପାଇଁ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅନୁରୋଧ ରହିଲା.
ବନୁ, ହେମନ୍ତ ନନ୍ଦ ଦିଲ୍ଲୀପ ରାମ, ରାଧା ରାଉତ, ଅରବିନ୍ଦ,ଜୋଶବନ୍ତ ଦାସ,ସ୍ବପନ












Leave a Reply