କନ୍ଧମାଳ : ମେବୁ ତୋଳିବାକୁ ଯାଇ ବିଦ୍ୟୁତ୍ତ୍ ଆଘାତ ରେ କେବିହିଷ୍ଟ କଲେଜ୍ ର +2 ଛାତ୍ର ମୃତ୍ୟୁ..
କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା ଫୁଲବାଣୀ ଷ୍ଟାଡିୟମ ନିକଟରେ ରେ ଥିବା କେବିହିଷ୍ଟ କଲେଜ୍ ର ହଷ୍ଟେଲ ରେ ରହି ଅଧୟନ କରୁଥିବା ଛାତ୍ର ଉଦିତ୍ ମହାନନ୍ଦୀଆ +2 ଛାତ୍ର ଲେମ୍ବୁ ତୋଳିବା ପାଇଁ ଯାଇଥିବା ବେଳେ ବିତ୍ୟୁତ୍ ଆଘାରରେ ମୃତ୍ୟୁ ହେଇଥିବା ଜଣା ପଡ଼ିଛି l କଲେଜ୍ କର୍ମଚାରୀ ଙ୍କ କାର୍ଯ୍ୟ ଅବହେଳା କୁ ନେଇଁ ପ୍ରଶ୍ନ ? l ମୃତ୍ୟକ ଛାତ୍ର କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ତାଙ୍କ ସହଯୋଗୀ ଛାତ୍ର ମାନେ ଜୈନ କରିଥିଲେ କିନ୍ତୁ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି l ଛାତ୍ର ଙ୍କ ଘର ବଲାଙ୍ଗୀରୀ ବଲି ଜଣା ପଡ଼ିଥିବା ବେଳେ ତାଙ୍କ ପରିବାର ବର୍ଗ ଙ୍କୁ ଖବର ଦିଆଯାଇଥିବା କହିଛନ୍ତି ଅନ୍ୟ ଛାତ୍ର ମାନେ l କିନ୍ତୁ କଲେଜ୍ ର କର୍ମକର୍ତା ମାନେ ମେଡିକାଲ ରେ ଏଯାଏଁ ପହଁଚିନ ଥିବାକହିଛନ୍ତି l ଏଠି ପ୍ରଶ୍ନ ଉଠୁଛି କି ଛାତ୍ର ଜଣ ଙ୍କ ହଷ୍ଟେଲ ରେ ରହୁଥିବା ବେଳେ ଲେମ୍ବୁ ତୋଳିବାକୁ କେମିତି ଗଲେ ?. ଜଦି ଲେମ୍ବୁ ତୋଳିଲେ ସେଇ ଵେମ୍ବୁ ଗଛରେ ବିଦ୍ୟୁତ୍ତ୍ ସଂଯୋଗ କରିଥିଲା କିଏ ? l











