କ୍ୱାଡ୍ ନେତାଙ୍କ ବୈଠକ ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ସାମ୍ନା କରୁଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ମୋଦୀ କହିଥିଲେ….

Spread the love

କ୍ୱାଡ୍ ନେତାଙ୍କ ବୈଠକ ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ସାମ୍ନା କରୁଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ମୋଦୀ କହିଥିଲେ, “Shall we move?”। ସାମ୍ବାଦିକଙ୍କ ପ୍ରଶ୍ନ ଜାରି ଥିବାବେଳେ ମୋଦୀ ଆଗକୁ ବଢ଼ିବାକୁ ଚାହିଁଥିଲେ।

ଏହା ପୂର୍ବରୁ ମେ’ ୧୮, ୨୦୨୬ରେ ଓସ୍ଲୋରେ ନରୱେର ସାମ୍ବାଦିକ ହେଲେ ଲିଙ୍ଗ୍‌ଙ୍କ ପ୍ରଶ୍ନର ଉତ୍ତର ନଦେଇ ମୋଦୀ ଚାଲିଯାଇଥିଲେ।

ପ୍ରଶ୍ନ ହେଉଛି, ସାମ୍ବାଦିକଙ୍କ ସିଧାସଳଖ ପ୍ରଶ୍ନ ଓ ପ୍ରତିପ୍ରଶ୍ନର ସାମ୍ନା କରିବାକୁ ଭାରତର ପ୍ରଧାନମନ୍ତ୍ରୀ କାହିଁକି ଏତେ କୁଣ୍ଠାବୋଧ କରନ୍ତି?The wire….