ହେ ପ୍ରଭୁ ! ଆପଣ ହେଉଛନ୍ତି ସତ୍ୟସଂକଳ୍ପ । ସତ୍ୟ ହିଁ ହେଉଛି ଆପଣଙ୍କୁ ପାଇବାର ଶ୍ରେଷ୍ଠ ଉପାୟ । ସୃଷ୍ଟିର ପୂର୍ବରୁ, ପ୍ରଳୟର ପରେ ଏବଂ ସଂସାରର ସ୍ଥିତିକାଳରେ ପ୍ରତ୍ୟେକ ଅସତ୍ୟ ଅବସ୍ଥାରେ ଆପଣ ହିଁ ସତ୍ୟରୂପରେ ବିଦ୍ୟମାନ ।
ହେ ପ୍ରଭୁ ! ଆପଣ ହେଉଛନ୍ତି ସତ୍ୟସଂକଳ୍ପ । ସତ୍ୟ ହିଁ ହେଉଛି ଆପଣଙ୍କୁ ପାଇବାର ଶ୍ରେଷ୍ଠ ଉପାୟ । ସୃଷ୍ଟିର ପୂର୍ବରୁ, ପ୍ରଳୟର ପରେ ଏବଂ ସଂସାରର ସ୍ଥିତିକାଳରେ ପ୍ରତ୍ୟେକ ଅସତ୍ୟ ଅବସ୍ଥାରେ ଆପଣ ହିଁ ସତ୍ୟରୂପରେ ବିଦ୍ୟମାନ ।…