ହରି ଓଁ//ସମସ୍ତଙ୍କ ପେଟ ପାଇଁ ଚିନ୍ତା ଆଉ କାହାର କାମିନୀ କାଞ୍ଚନ ପ୍ରତି ଚିନ୍ତା, କେବଳ ‘ସମସ୍ତଙ୍କର ବିଳାସ ବେସନ ଆଡକୁ ଚିନ୍ତା। ଭଗବତ୍ ଚିନ୍ତନ ନ ଥିବା ଦ୍ୱାରା ମଣିଷ ଦୁଃଖ ରୋଗ ଅଶାନ୍ତି ଭୋଗ କରି ଚାଲିଛି।ଆଜି ପବିତ୍ର ତୁଳସୀ ପୂଜନ ଦିବସ ଉପଲକ୍ଷେ ସମସ୍ତେ ଗୀତା ପାଠ କରନ୍ତୁ
ହରିଓଁ ସମସ୍ତେ ପେଟ ପାଇଁ ଚିନ୍ତା ଆଉ କାହାର କାମିନୀ କାଞ୍ଚନ ପ୍ରତି ଚିନ୍ତା, କେବଳ 'ସମସ୍ତଙ୍କର ବିଳାସ ବେସନ ଆଡକୁ ଚିନ୍ତା। ଭଗବତ୍ ଚିନ୍ତନ ନ ଥିବା ଦ୍ୱାରା ମଣିଷ ଦୁଃଖ ରୋଗ ଅଶାନ୍ତି ଭୋଗ କରି ଚାଲିଛି। ଯାହାର…