ମନେ ମନେ ଭାବ ତୁମେ କେଡେ ସୁନ୍ଦର କିନ୍ତୁ ପଚାରେ କିଏ.ଏ ଦୁନିଆରେ ସବୁକିଛି ଅସ୍ଥାୟୀ ତେଣୁ କିଛି ପାଇଗଲ ବୋଲି ଏତେବି ଗର୍ବ କରନି,କାରଣ ଦିନେ ନା ଦିନେ ସବୁକିଛି ହରେଇବାକୁ ପଡିଥାଏ।ସିକିବାର ଅଛିତ ସୂର୍ଯ୍ୟମୁଖୀ ଫୁଲ ପାଖରୁ ଆପଣ ଏକାଗ୍ରତା ଶିଖିପାରିବେ ।
ଏ ଦୁନିଆରେ ସବୁକିଛି ଅସ୍ଥାୟୀ ତେଣୁ କିଛି ପାଇଗଲ ବୋଲି ଏତେବି ଗର୍ବ କରନି,କାରଣ ଦିନେ ନା ଦିନେ ସବୁକିଛି ହରେଇବାକୁ ପଡିଥାଏ। ସବୁବେଳେ ହସିବା ଶିଖ କାରଣ ହସ ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର,ଯାହା ଶତୃର କଠୋର ଓ ନିଷ୍ଠୁର…