କଟକ ଭୁବନେଶ୍ଵର ରେ ପୋଲିସ କଲା ବଡ ଅପରେସନ ,ବଡ ବଡ ଅଫିସ ଖୋଲି ସରଳ ଲୋକଙ୍କୁ ଲୁଟୁଥିଲେ ବିଭିନ୍ନ ଯୋଜନାରେ ଡିସିପି କହିଲେ ସେମାନଙ୍କୁ ଅନେକ ଦିନରୁ ନଜର ରଖାଯାଇଥିଲା ସେଥିପାଇଁ ଏକ ସ୍ୱାଡ ଗଠନ କରାଯାଇଥିଲା ଅଭିଯୁକ୍ତ ଙ୍କ ଭିତରେ 4 ବ୍ୟାଙ୍କ ଅଫିସର,ଆଗାମୀ ଦିନରେ ଆହୁରି ଧରପଡ଼ିବେ ସୂଚନା

Spread the love

କଟକ ଭୁବନେଶ୍ରଵର ରେ ପୋଲିସ କଲା ବଡ। ଅପରେସନ ବଡ ବଡ ଅଫିସ ଖୋଲି ସରଳ ଲୋକଙ୍କୁ ଲୁଟୁଥିଲେ ବିଭିନ୍ନ ଯୋଜନାରେ ଡିସିପି କହିଲେ ସେମାନଙ୍କୁ ଅନେକ ଦିନରୁ ନଜର ରଖାଯାଇଥିଲା ସେଥିପାଇଁ ଏକ ସ୍ୱାଡ ଗଠନ କରାଯାଇଥିଲା

Oplus_131072

ନକଲି କାଗଜପତ୍ର ଏବଂ ନକଲି ପରିଚୟ ପତ୍ର ଦେଇ ବ୍ୟାଙ୍କ୍ ଆକାଉଣ୍ଟ ଖୋଲୁଥିଲେ । ସେହି ଆକାଉଣ୍ଟ ଜରିଆରେ ଅନଲାଇନ୍ ଗେମିଂରେ ଠକେଇ ସହ ଦେଶ ବିଦେଶରେ ଘଟାଉଥିଲେ ସାଇବର ଅପରାଧ । ଯାହାର ପ୍ରମାଣ ପାଇଛି ପୁଲିସ । ମାମଲାରେ ସିଟି ୟୁନିଅନ ବ୍ୟାଙ୍କର କିଛି କର୍ମଚାରୀଙ୍କ ସଂପୃକ୍ତି ବି ସାମ୍ନାକୁ ଆସିଛି । ଏହା ଛଡ଼ା ଅନ୍ୟ କିଛି ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ସେମାନଙ୍କ ଠାରୁ 15 ଚେକ ବୁକ 80 ପାସ ବୁକ୍ 4 ଲାପଟପ୍ 20 ପେନ ଡ୍ରାଇଭ ଓ ଅଗଣିତ ମୋବାଇଲ ଜବତ

Oplus_131072

କେୱାଇସି ନିୟମ ପାଳନ ହେଉନଥିଲା
ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗ କିମ୍ବା ଅବହେଳା ଅଭିଯୋଗ
ଦେଶରେ ପ୍ରାୟ ୨୦୦ରୁ ଅଧିକ ମାମଲାରେ ଜଡ଼ିତ ଏସବୁ ଆକାଉଣ୍ଟ 
ସମସ୍ତ ଗିରଫ ଅଭିଯୁକ୍ତ ରାଉରକେଲାର 

ଦୁଇ ଦିନ ତଳେ କଟକରେ ମଧ୍ୟ ସମାନ ଧରଣର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲା ପୁଲିସ। ମାମଲାରେ ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କ ମଧ୍ୟ ୪ ଜଣ ଥିଲେ ବ୍ୟାଙ୍କ୍ କର୍ମଚାରୀ ।

Leave a Reply

Your email address will not be published. Required fields are marked *