ଜର୍ଜ ଫର୍ନାଣ୍ଡିସ୍ (୧୯୩୦-୨୦୧୯) ଜଣେ ବିଶିଷ୍ଟ ସମାଜବାଦୀ ନେତାରୁ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ପ୍ରତିରକ୍ଷା ମନ୍ତ୍ରୀ (୧୯୯୮-୨୦୦୪) ହୋଇଥିଲେ।

Spread the love

ଜର୍ଜ ଫର୍ନାଣ୍ଡିସ୍ (୧୯୩୦-୨୦୧୯) ଜଣେ ବିଶିଷ୍ଟ ସମାଜବାଦୀ ନେତାରୁ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ପ୍ରତିରକ୍ଷା ମନ୍ତ୍ରୀ (୧୯୯୮-୨୦୦୪) ହୋଇଥିଲେ।

ତାଙ୍କ ନାଁରେ ତାଙ୍କ ଘନିଷ୍ଠ ସହଯୋଗୀ ଜୟା ଜେଟଲୀଙ୍କ ଲାଞ୍ଚ ଗ୍ରହଣ ପାଇଁ ସିବିଆଇ ୨୦୦୬ରେ FIR କରିଥିଲା। ତେବେ ବ୍ୟବସ୍ଥାଗତ ତ୍ରୁଟି ବାହାରେ ସେ ବ୍ୟକ୍ତିଗତ ଭାବେ ସଚୋଟ ଥିଲେ ବୋଲି କୁହାଯାଏ। କାରଣ ଚାର୍ଜସିଟରେ ସିବିଆଇ ଫର୍ନାଣ୍ଡିସ୍ଙ୍କ ନାଁ ବାଦ ଦେଇଥିଲା ଓ ପରେ ଜୟା ଜେଟଲୀ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ତେବେ ଫର୍ନାଣ୍ଡିସ୍ଙ୍କ ନିରଳସ ଜୀବନ, ପୁସ୍ତକ ଓ ପୋଷା କୁକୁର ପ୍ରେମକୁ ୨୦୦୪ରେ ଲେନ୍ସରେ ଧରିଥିଲେ ବ୍ରିଟିଶ ଫଟୋଗ୍ରାଫର ଲର୍ଡ ସ୍ନୋଡନ୍!

Leave a Reply

Your email address will not be published. Required fields are marked *