ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କି ପ୍ରଶ୍ନ କରିଥିଲେ ବିଦେଶୀ ସାମ୍ବାଦିକ?
•ରିପୋର୍ଟର: ଏବେ କେଉଁ ଭାରତୀୟ ବ୍ୟବସାୟୀ ଟ୍ରଷ୍ଟିସିପ୍ (ଗରିବ ଓ ସମାଜର ଭଲ ପାଇଁ ସମ୍ପତ୍ତି ସୃଷ୍ଟି) ଧାରାରେ କାମ କରୁଛନ୍ତି?
•ଗାନ୍ଧିଜୀ: ମୋ ଜାଣିବାରେ କେହି କାମ କରୁନାହାନ୍ତି। ଭବିଷ୍ୟତରେ ହେବ ବୋଲି ଆଶାବାଦୀ।
•ରିପୋର୍ଟର: କେତେ ବର୍ଷ ଲାଗିବ?
•ଗାନ୍ଧିଜୀ: ଭବିଷ୍ୟତ କଥା କିଏ କହିବ?
*ଗାନ୍ଧିଜୀଙ୍କ ପାଖକୁ ଆସିବା ପୂର୍ବରୁ ଶିଳ୍ପପତି ଆର କେ ଡାଲମିଆଙ୍କ ସାକ୍ଷାତକାର ନେଇସାରିଥିଲେ ଆମେିକାର ସେହି ଫଟୋ-ସାମ୍ବାଦିକା ମାର୍ଗାରେଟ୍ ବୁର୍କ-ହ୍ବାଇଟ୍।
ସେ ତିନି ଶିଳ୍ପପତି-ଜି ଡି ବିର୍ଲା, ଜେ ଆର ଡି ଟାଟା, ଆର କେ ଡାଲମିଆଙ୍କ ସାକ୍ଷାତକାର ନେବାକୁ ଯୋଜନା କରିଥିଲେ। ସୌଜନ୍ୟ= ନେସନାଲ ହାରାଲ୍ଡ ଇଂରାଜୀ ରୁ ଆଦୃତ
















Leave a Reply