Spread the love

ଦଶଟି ଚମତ୍କାର ଶବ୍ଦ…

୧- ସବୁଠୁ ସ୍ୱାର୍ଥପର ଏକ ଅକ୍ଷର ବିଶିଷ୍ଟ ଶବ୍ଦ (ମୁଁ) ଏହାକୁ ପରିତ୍ୟାଗ କରନ୍ତୁ।

୨- ସବୁଠୁ ସନ୍ତୋଷ ଜନକ ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦ (ଆମେ) ଏହାକୁ ବ୍ୟବହାର କରନ୍ତୁ।

୩- ସବୁଠୁ ବିଷାକ୍ତ ତିନି ଅକ୍ଷର ବିଶିଷ୍ଟ ଶବ୍ଦ (ଅହଂ) ଏହାକୁ ଅତିକ୍ରମ କରିଯାଆନ୍ତୁ।

୪- ସବୁଠୁ ବେଶୀ ବ୍ୟବହାର କରାଯାଉଥିବା ଚାରି ଅକ୍ଷର ବିଶିଷ୍ଟ ଶବ୍ଦ (ଭଲ ପାଇବା) ଏହାକୁ ଗୁରୁତ୍ୱ ଦିଅନ୍ତୁ।

୫- ସବୁଠୁ ବେଶୀ ଆନନ୍ଦପ୍ରଦ ପାଞ୍ଚ ଅକ୍ଷର ବିଶିଷ୍ଟ ଶବ୍ଦ (ସ୍ମିତହାସ୍ୟ) ଏହାକୁ ସଦାସର୍ବଦା ମୁଁହ ରେ ରଖନ୍ତୁ।

୬- ସବୁଠୁ ଦ୍ରୁତ ଗତିରେ ବ୍ୟାପୁଥିବା ଛଅ ଅକ୍ଷର ବିଶିଷ୍ଟ ଶବ୍ଦ (ଗୁଜବ) ଏହାକୁ ଅଣଦେଖା କରନ୍ତୁ।

୭- ସବୁଠୁ କଠିନ ପରିଶ୍ରମ ଦ୍ୱାରା ମିଳୁଥିବା ସାତ ଅକ୍ଷର ବିଶିଷ୍ଟ ଶବ୍ଦ (ସଫଳତା) ଏହାକୁ ହାସଲ କରନ୍ତୁ।

୮- ସବୁଠୁ ବେଶୀ ଈର୍ଷାପରାୟଣ ଆଠ ଅକ୍ଷର ବିଶିଷ୍ଟ ଶବ୍ଦ (ଈର୍ଷା) ଏହାଠାରୁ ଦୂରରେ ରୁହନ୍ତୁ।

୯- ସବୁଠୁ ଶକ୍ତିଶାଳୀ ନଅ ଅକ୍ଷର ବିଶିଷ୍ଟ ଶବ୍ଦ (ଜ୍ଞାନ) ଏହାକୁ ଅର୍ଜନ କରନ୍ତୁ।

୧୦- ସବୁଠୁ ବେଶୀ ମୂଲ୍ୟବାନ ଦଶ ଅକ୍ଷର ବିଶିଷ୍ଟ ଶବ୍ଦ (ବନ୍ଧୁତା) ଏହାର ମୂଲ୍ୟ ବଜାୟ ରଖନ୍ତୁ।

Leave a Reply

Your email address will not be published. Required fields are marked *

You Missed