ସିଧା କଥା//କୋଇଲା ସ୍କାମ-ସିଏଜି ରିପୋର୍ଟ ଖବର ୨୦୧୨ରେ ସବୁ ମିଡିଆରେ ଆସୁଥିବା ବେଳେ ଅଯଥାରେ ଆମ Zee News ଏଡିଟର (ସୁଧୀର ଚୌଧୁରୀ) ଓ ଅନ୍ୟମାନଙ୍କୁ ₹୧୦୦-କୋଟି ବିଜ୍ଞାପନ ଡିଲରେ ଟ୍ରାପ କଲେ ନବୀନ ଜିନ୍ଦଲଙ୍କ JSPL ଗ୍ରୁପ। ଆମକୁ କେହି ବିଶ୍ୱାସ କଲେନି।ୟୁପିଏ ସରକାରର ଏଭଳି ଭୁଲ ପାଇଁ ମୁଁ ଖୋଲାଖୋଲି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପ୍ରଚାରକୁ ସମର୍ଥନ କଲି ମୁଁ ଭାରତରେ ମିଡିଆ କ୍ଷେତ୍ରରେ ଯେଭଳି କାମ କରିଥିଲି, ଅନ୍ୟ ଦେଶ ହୋଇଥିଲେ ହିରୋ ହୋଇଥାନ୍ତି- ସୁଭାଷ ଚନ୍ଦ୍ରା, ଅଧ୍ୟକ୍ଷ, Zee Media

Spread the love

‘କୋଇଲା ସ୍କାମ-ସିଏଜି ରିପୋର୍ଟ ଖବର ୨୦୧୨ରେ ସବୁ ମିଡିଆରେ ଆସୁଥିବା ବେଳେ ଅଯଥାରେ ଆମ Zee News ଏଡିଟର (ସୁଧୀର ଚୌଧୁରୀ) ଓ ଅନ୍ୟମାନଙ୍କୁ ₹୧୦୦-କୋଟି ବିଜ୍ଞାପନ ଡିଲରେ ଟ୍ରାପ କଲେ ନବୀନ ଜିନ୍ଦଲଙ୍କ JSPL ଗ୍ରୁପ। ଆମକୁ କେହି ବିଶ୍ୱାସ କଲେନି।

ୟୁପିଏ ସରକାରରେ ଦିଲ୍ଲୀ ପୋଲିସ ତଦନ୍ତକୁ ସୋନିଆ, ରାହୁଲ ସମର୍ଥନ କରୁଥିବାରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କିଛି କରିପାରିଲେନି।

ୟୁପିଏ ସରକାରର ଏଭଳି ଭୁଲ ପାଇଁ ମୁଁ ଖୋଲାଖୋଲି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପ୍ରଚାରକୁ ସମର୍ଥନ କଲି।

Oplus_131072

ମୁଁ ଭାରତରେ ମିଡିଆ କ୍ଷେତ୍ରରେ ଯେଭଳି କାମ କରିଥିଲି, ଅନ୍ୟ ଦେଶ ହୋଇଥିଲେ ହିରୋ ହୋଇଥାନ୍ତି‘- ସୁଭାଷ ଚନ୍ଦ୍ରା, ଅଧ୍ୟକ୍ଷ, Zee Media


୨୦୧୮ରେ ଚନ୍ଦ୍ରା ଓ ଜିନ୍ଦଲ ବୁଝାମଣାରେ ₹୧୦୦-କୋଟି ବିଜ୍ଞାପନ ଡିଲ କେସ ଉଠାଇନେଲେ

JSPL ନାଁରେ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶରେ କୋଇଲା ଖଣି ଆବଣ୍ଟନ ନେଇ ସିବିଆଇ କରିଥିବା କେସ ଏବେ ବି ଚାଲିଛି!