ମୁଁ ଯୁବ କଂଗ୍ରେସ ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ କହିଲି- କଟକରେ ସେ କଂଟ୍ରୋଲ ଡିଲରଙ୍କଠାରୁ ସମ୍ବର୍ଦ୍ଧନା ଓ
ଚାନ୍ଦା ନିଅନ୍ତୁ ନାହିଁ।
ସେ କମ୍ୟୁନିଷ୍ଟ ମାଇଣ୍ଡ୍ରର ଥିଲେ- କହିଲେ- ରାଜନୀତି ଭଳି ମିଡିଆ ଉଦ୍ୟୋଗ ହୋଇଯାଇଛି।
ମାତ୍ର ଆମେ ସେଭଳି ଚିନ୍ତା ନକରି ହଇରାଣ ହୋଇଛୁ।
ଉଦ୍ୟୋଗ ପାଇଁ ମିଡିଆ କରିବା ଦରକାର ନାହିଁ। ଉଦ୍ୟୋଗୀ ଭାବରେ ମୁଁ ବିଫଳ ହୋଇଛି
ନବୀନ ବାବୁଙ୍କ ମଦ ପିଇବା style ବି ଅନ୍ୟ ନେତାଙ୍କଠାରୁ differerent ଥିଲା।
ସେ ମୋ ସ୍ତ୍ରୀଙ୍କ ଏକାଦଶାହରେ ବର୍ତ୍ତମାନର ସରକାରୀ କ୍ୱାର୍ଟର୍ସକୁ ଆସି ତଳେ ବସି ଖାଇଥିଲେ
- ରାଜନୀତି ଭଳି ମିଡିଆ ଉଦ୍ୟୋଗ ହୋଇଯାଇଛି।
- ମାତ୍ର ଆମେ ସେଭଳି ଚିନ୍ତା ନକରି ହଇରାଣ ହୋଇଛୁ।
- ଉଦ୍ୟୋଗ ପାଇଁ ମିଡିଆ କରିବା ଦରକାର ନାହିଁ। ଉଦ୍ୟୋଗୀ ଭାବରେ ମୁଁ ବିଫଳ ହୋଇଛି- ରବି ଦାସ
- ‘ମୁଁ କେବେ କୌଣସି ନେତାଙ୍କୁ ଟ୍ରାନ୍ସଫର ପାଇଁ କହିନି, ଟଙ୍କା ପଛ କଥା।
- ମୋତେ କେତେକ ଆସି ନେତାଙ୍କୁ କହିଦିଅନ୍ତୁ ବୋଲି କୁହନ୍ତି।
- ମୁଁ ଭୁବନେଶ୍ୱରରେ ଘର କରିପାରିନି। ସ୍ୱାଧୀନତା ମୋ ପାଇଁ ବଡ଼ କଥା ବୋଲି ପ୍ୟାରୀ ବାବୁ ’ଖବର‘ କାଗଜ ପାଇଁ ଡାକିଲା ବେଳେ କହିଥିଲି’- ରବି ଦାସ
- ରବି ଦାସ ବରିଷ୍ଟ ସାମ୍ୱାଦିକ












Leave a Reply