Capitalism//ମହାତ୍ମା ଗାନ୍ଧି ବି ଶିଳ୍ପପତି ଙ୍କ ଠାରୁ ନେଉଥିଲେ ଏବେ ମୋଦି ସରକାରରେ ଅଦାନୀ ସେଭଳି ସହାୟତା ଦେଉଛନ୍ତି ଓ ଲାଭ ପାଉଛନ୍ତି- ପରଞ୍ଜୟ ଗୁହା ଠାକୁର୍ତ୍ତା, ବିଶିଷ୍ଟ ସାମ୍ବାଦିକ ଅମ୍ବାନୀ ଓ ଅଦାନୀ ଗ୍ରୁପ ବିରୋଧରେ ଲେଖି ମିଡିଆରୁ ଚାକିରି ହରାଇଥିବା ବ୍ୟକ୍ତି

Spread the love

‘ମହାତ୍ମା ଗାନ୍ଧୀ ବି ସ୍ବାଧୀନତା ସଂଗ୍ରାମ ଓ ସ୍ବଦେଶୀ ଆନ୍ଦୋଳନ ବେଳେ ଶିଳ୍ପପତି ଘନଶ୍ୟାମ ଦାସ ବିର୍ଲା, ଜମନାଲାଲ ବଜାଜ ଓ କସ୍ତୁରଭାଇ ଲାଲଭାଇଙ୍କଠାରୁ ଆର୍ଥିକ ସହାୟତା ନେଉଥିଲେ।

ଏହା ପୁଂଜିବାଦ (capitalism) ଥିଲା। ବିଦେଶରେ ବି ପୁଞ୍ଜିପତିମାନେ ରାଜନୀତିକୁ ଆର୍ଥିକ ସହାୟତା ଦେଉଛନ୍ତି। କେବଳ ଭାରତରେ ଏହା ହେଉନି, ବିଦେଶରେ ବି ଏଭଳି ହେଉଛି ବୋଲି କେତେକ କହୁଛନ୍ତି।

ଏବେ ମୋଦି ସରକାରରେ ଅଦାନୀ ସେଭଳି ସହାୟତା ଦେଉଛନ୍ତି ଓ ଲାଭ ପାଉଛନ୍ତି। ମାତ୍ର ବର୍ତ୍ତମାନ ଘନିଷ୍ଠ ପୁଂଜିବାଦ (crony capitalism) ବଢିଛି’- ପରଞ୍ଜୟ ଗୁହା ଠାକୁର୍ତ୍ତା, ବିଶିଷ୍ଟ ସାମ୍ବାଦିକ
(ଅମ୍ବାନୀ ଓ ଅଦାନୀ ଗ୍ରୁପ ବିରୋଧରେ ଲେଖି ମିଡିଆରୁ ଚାକିରି ହରାଇଥିବା ବ୍ୟକ୍ତି)-2023

Leave a Reply

Your email address will not be published. Required fields are marked *