Spread the love

ସିବଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଗାଇଡାନ୍ସ ଇରା°ଜି ମାଧ୍ୟମ ବିଦ୍ୟାଳୟର ସଫଳତା
ଭୁବନେଶ୍ୱର:- (ଦର୍ଶନ ସମୀକ୍ଷା)

ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗାଇଡାନ୍ସ ଇରା°ଜି ମାଧ୍ୟମ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ଭଲ ଫଳାଫଳ ପ୍ରଦର୍ଶନ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି।

ବିଦ୍ୟାଳୟର ଛାତ୍ର ଅଭିଜିତ୍ ମାଝୀ ସର୍ବାଧିକ ୯୬.୪% ସହ ଲାସିତା ମହାରଣା ୬୫.୨% ପ୍ରତିଶତ ଏବଂ ଶର୍ମିଷ୍ଠା ମହାନ୍ତି ୯୪.୪%ମାର୍କ ରଖି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଏହି ସଫଳତା ପାଇଁ ସ୍କୁଲର ପ୍ରଧାଶିକ୍ଷୟିତ୍ରୀ ଙ୍କ ସହ ସମସ୍ତ କର୍ମ କର୍ତ୍ତା ମାନେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ନେଇ ଅନେକ ଶୁଭକାମନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *