Spread the love-ବାଉନ୍ସର ଗ୍ୟାଙ୍ଗର ମୁଖ୍ୟ ରାଘବ ଜେନାର ଘର ଭାଙ୍ଗିଲା ପ୍ରଶାସନ -ଭୁବନେଶ୍ବର ଝାଡ଼ପଡ଼ାରେ ଘର ଭାଙ୍ଗିଲା ଏନ୍ଫୋର୍ସମେଣ୍ଟ ବିଭାଗ -ସରକାରୀ ଜମିରେ ଥିବା ରାଘବ ସହ ଅନ୍ୟମାନଙ୍କ ଘର ବି ଭାଙ୍ଗିଲା -ନୟାପଲ୍ଲୀ ଦୋକାନ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଘବ Post navigation ଓଡିଶା ରେ ଯେତେପ୍ରକାର ଜାଲିଆ ଅଛନ୍ତି. ବର୍ତମାନ ସେମାନଙ୍କୁ ପୋଲିସ ଇଓଡ଼ବ୍ଲୁ ଵାଲା ଗୋଡେଇ ଗୋଡେଇ ଘରୁ ଉଠାଉଛନ୍ତି ଯେମିତି ଦୁଇ ଦିନ ତଳେ ଭୁବନେଶ୍ୱର ରେ ଆଠ ଜଣଙ୍କ ରେକର୍ଡଭୁକ୍ତ ଜମିକୁ ଜାଲିଆତି କରି ବିକିଥିଲେ ସବୁ ବନ୍ଧା ହେଲେ.. କମିଶନରେଟ ପୋଲିସ ତରଫରୁ ପୁଣି ଜବରଦସ୍ତ ଆହ୍ୱାନ ଅପରାଧ ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼ ଏବଂ ସରକାରୀ ଜମିରେ ଘର କରିଥିଲେ ଆମେ ଗୁଣ୍ଡ କରିବୁ……
News ନୂଆଦିଲ୍ଲୀ // ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ସମ୍ମାନଜନକ ‘ସ୍କଚ୍ ଆୱାର୍ଡ଼’-ପ୍ରଦୀପ କୁମାର ପଣ୍ଡା ଦର୍ଶନ ସମୀକ୍ଷା ଭୁବନେଶ୍ୱର Darshan Samikhya Sep 21, 2024 0 Comments
News UP मकान पर कब्जे से परेशान महिला जहरीला पदार्थ खाकर मुख्यमंत्री आवास के पास पहुंची, Darshan Samikhya Sep 21, 2024 0 Comments
News ସିପେଇ ବିଦ୍ରୋହ ପୁନରାବୃତ୍ତି //ଭରତପୁର ଥାନା ଘଟଣା ବର୍ତମାନ ପୁରା ଦେଶରେ ଚହଳ ପକେଇବା ବେଳେ ଗୋଟିଏ ପଟେ ଅବସର ସେନା ଓ ଆରପଟେ ଓଡିଶା ପୋଲିସ ସଙ୍ଘ.. ଦେଖିବା ବାକି ରହିଲା ଆଗକୁ କଣ ହେଉଛି. Darshan Samikhya Sep 21, 2024 0 Comments