ପରଦା ଫାସ //ସେତେବେଳେ ବି ତିନି ଜଣ ଦଳ ଭାଙ୍ଗି ମିଡ ନାଇଟ ଅପରେସନ କରାଇଥିଲେ କିନ୍ତୁ ଦଳ ତ ଭାଙ୍ଗିଲାନି ନିଜେ ବିଦା ହେଲେ ବର୍ତ୍ତମାନ୍ ପୁଣି ତିନିଜଣ ମିଡ ଡେ ଅପରେସନ କରାଇଥିଲେ କିନ୍ତୁ ସଫଳ ହେଲେନି ଇଏ ବି ବିଦା ହେଲେ ମୁଁ ୨୫ ବର୍ଷ ଦଳ (ବିଜେଡି) ପାଇଁ କାମ କଲିଣି, ମୁଁ କଣ ଏମଏଲଏ ହେଇଛି? -ଲେନିନ ମହାନ୍ତି

Spread the love

‘ସେତେବେଳେ ବି ତିନି ଜଣ ଦଳ ଭାଙ୍ଗି ମିଡ ନାଇଟ ଅପରେସନ କରାଇଥିଲେ କିନ୍ତୁ ଦଳ ତ ଭାଙ୍ଗିଲାନି ନିଜେ ବିଦା ହେଲେ ବର୍ତ୍ତମାନ୍ ପୁଣି ତିନିଜଣ ମିଡ ଡେ ଅପରେସନ କରାଇଥିଲେ କିନ୍ତୁ ସଫଳ ହେଲେନି ଇଏ ବି ବିଦା ହେଲେ

ସବୁଠୀ ଅନ୍ତର୍ଘାତୀ କାମ ଚାଲେ କିଛି ସଫଳ ହୁଏ କିଛି ଫେଲ ହିଏ ଏଠି କିନ୍ତୁ ଓଲଟା ଯିଏ ଦଳ ବିରୋଧରେ ଯିବ ଖବର ସେଇଦିନ ଆସି ପହଁଚିବ। ଆମ ଦଳ ମୁଖିଆ ସବୁ ବେଳେ ସଠିକ୍ ସିଦ୍ଧାନ୍ତ ନେଇଥାନ୍ତି

ମୁଁ ୨୫ ବର୍ଷ ଦଳ (ବିଜେଡି) ପାଇଁ କାମ କଲିଣି, ମୁଁ କଣ ଏମଏଲଏ ହେଇଛି?
କୋଟିଏ କର୍ମୀରୁ କେବଳ ୫୦ ଲୋକ ଏମଏଲଏ ହୋଇଛନ୍ତି’- ଲେନିନ ମହାନ୍ତି, ବିଜେଡି ମୁଖପାତ୍ର

Leave a Reply

Your email address will not be published. Required fields are marked *