ୟୁରୋପର ଥଣ୍ଡା ଜଳବାୟୁ କାରଣରୁ ଇଂଲଣ୍ଡ ଉପରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ (୧୫୫୮ ରୁ ୧୬୦୩) ପର୍ଯ୍ୟନ୍ତ ରାଜତ୍ବ କରିଥିବା ରାଣୀ ଏଲିଜାବେଥ-ପ୍ରଥମ ମାସରେ କେବଳ ଥରେ ସ୍ନାନ କରିଥିଲେ।

Spread the love

ୟୁରୋପର ଥଣ୍ଡା ଜଳବାୟୁ କାରଣରୁ #ଇଂଲଣ୍ଡ ଉପରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ (୧୫୫୮ ରୁ ୧୬୦୩) ପର୍ଯ୍ୟନ୍ତ ରାଜତ୍ବ କରିଥିବା ରାଣୀ ଏଲିଜାବେଥ-ପ୍ରଥମ ମାସରେ କେବଳ ଥରେ #ସ୍ନାନ କରିଥିଲେ।

ତାଙ୍କ ପରେ ରାଜା ହୋଇଥିବା ଜେମ୍ସ-ପ୍ରଥମ କେବେବି ସ୍ନାନ କରିନଥିଲେ।

୭୨ ବର୍ଷ ଧରି #ଫ୍ରାନ୍ସ ର ଶାସକ ରହିଥିବା ଲୁଇ ମହାନ (ଚତୁର୍ଦ୍ଦଶ) ଜୀବନରେ କେବଳ ତିନିଥର ସ୍ନାନ କରିଥିଲେ ଓ ତିନି ଦଶକ ପର୍ଯ୍ୟନ୍ତ #ସ୍ପେନ ର ମହାରାଣୀ ରହିଥିବା ଇସାବେଲ ପ୍ରଥମ ନିଜେ କହିଥିଲେ କି ସେ ଜୀବନରେ ମାତ୍ର ଦୁଇଥର ସ୍ନାନ କରିଥିଲେ।

ସେବକ/ସେବିକାଙ୍କ ଫୌଜ ଓ ଗାଧୋଇବା ପାଇଁ ଗରମ ପାଣି ଉପଲବ୍ଧ ଥିବା ସତ୍ତ୍ୱେ ରାଜ ପରିବାରର ଯେବେ ଏପରି ଅବସ୍ଥା ଥିଲା ତ ସାଧାରଣ ଲୋକଙ୍କ ବିଷୟରେ କେବଳ କଳ୍ପନା କରାଯାଇପାରେ।

ସପ୍ତଦଶ ଶତାବ୍ଦୀରେ ଭାରତର ନିକଟ ସମ୍ପର୍କରେ ଆସିବା ପରେ ଇଂଲଣ୍ଡ ଓ ୟୁରୋପର ଲୋକଙ୍କ ମଧରେ ଶାରୀରିକ #ସ୍ୱଚ୍ଛତା ର ଅବଧାରଣା ସୃଷ୍ଟି ହେଲା। ଆଉ ଆମ ଇତିହାସକାର କହିଥାନ୍ତି କି ସେମାନେ ଆମକୁ #ସଭ୍ୟ ବନାଇଲେ।

Source ‘Renaissance, Revolution and Reformation: Britain 1485-1750’ by Lee Jerome

ବିବେକାନନ୍ଦସ୍ୱାଧ୍ୟାୟକେନ୍ଦ୍ର_ଚାନ୍ଦବାଲି

Leave a Reply

Your email address will not be published. Required fields are marked *