ଗଞ୍ଜାମ କିଆ ଫୁଲ କେଜି ପ୍ରାୟ ₹୧,୫୦୦ରେ କିଣା ଯାଏ, ହେଲେ କିଆ ତେଲ ଲିଟର ଦାମ ₹୮ ଲକ୍ଷ ଟଂକା!ଚାଷୀ କାହିଁକି ମୂଲ୍ୟ ପାଉନି ପଞ୍ଜାବ ଲୁଧିଆନାରେ ସାଇକେଲ ତିଆରି ପାଇଁ ସେଠାକୁ ଓଡ଼ିଶାରୁ ଲୁହା, ଅଲମୁନିୟମ ଯାଉଛି, ସେଠାରେ କାମ କରୁଥିବା ୪୦% ଲୋକ ଓଡ଼ିଶାର!ଓଡିଶାରେ କାହିଁକି ସାଇକେଲ ହୋଇପାରୁନି?- ଡ ପୂର୍ଣେନ୍ଦୁ କର, ଚାଟର୍ଡ ଆକାଉଣ୍ଟାଣ୍ଟ ଓ ସ୍ତମ୍ଭକାର

Spread the love

‘ଗଞ୍ଜାମ କିଆ ଫୁଲ କେଜି ପ୍ରାୟ ₹୧,୫୦୦ରେ କିଣା ଯାଏ, ହେଲେ କିଆ ତେଲ ଲିଟର ଦାମ ₹୮ ଲକ୍ଷ ଟଂକା!

ଚାଷୀ କାହିଁକି ମୂଲ୍ୟ ପାଉନି?

ପଞ୍ଜାବ ଲୁଧିଆନାରେ ସାଇକେଲ ତିଆରି ପାଇଁ ସେଠାକୁ ଓଡ଼ିଶାରୁ ଲୁହା, ଅଲମୁନିୟମ ଯାଉଛି, ସେଠାରେ କାମ କରୁଥିବା ୪୦% ଲୋକ ଓଡ଼ିଶାର!

ଓଡିଶାରେ କାହିଁକି ସାଇକେଲ ହୋଇପାରୁନି?‘- ଡ ପୂର୍ଣେନ୍ଦୁ କର, ଚାଟର୍ଡ ଆକାଉଣ୍ଟାଣ୍ଟ ଓ ସ୍ତମ୍ଭକାର