ମୁଁ ଗରିବ ଥିଲି, ଦେଶର ୧୦ ଧନୀ ଭିତରକୁ ଆସିଥିଲି, ଏବେ ଗରିବ ହୋଇଛି, ପୁଣି ଆଗକୁ ଧନୀ ହେବି , ମୋତେ ବଦନାମ କରାଯାଉଛି, ମୁଁ ଜାଣିଛି ଆମ ଦେଶରେ କେଉଁ ମାନେ ବ୍ୟାଙ୍କ ରୁ ଟଙ୍କା ଉଠେଇ ବଡ ବଡ କୋଠା ଉପରେ କୋଠା କରିଛନ୍ତି, ଅନେକ ଜାହାଜ କିଣିଛନ୍ତି ଆଉ ଏସବୁ କିଏ କରୁଛନ୍ତି ଆଜି ମୁଁ କହିବି,ମୁକେଶ ଅମ୍ବାନୀଙ୍କୁ ମୁଁ ଅନୁରୋଧ କରିବି ଦୟାକରି ଆପଣଙ୍କ ମିଡିଆ CNBC TV18 (ଯାହା Network 18ର ଏକ ଅଂଶ)କୁ ମୋ ପଛରେ ଲଗାନ୍ତୁ ନାହିଁ’- ସୁଭାଷ ଚନ୍ଦ୍ରା, ଜି ମିଡିଆ ପ୍ରତିଷ୍ଠାତା

Spread the love

‘ମୁଁ ଗରିବ ଥିଲି, ଦେଶର ୧୦ ଧନୀ ଭିତରକୁ ଆସିଥିଲି, ଏବେ ଗରିବ ହୋଇଛି, ପୁଣି ଆଗକୁ ଧନୀ ହେବି’- ସୁଭାଷ ଚନ୍ଦ୍ରା, ଅଧ୍ୟକ୍ଷ ଏସେଲ ଗ୍ରୁପ/ପ୍ରତିଷ୍ଠାତା Zee Media ମୁଁ ଜାଣିଛି ଆମ ଦେଶରେ କେଉଁ ମାନେ ବ୍ୟାଙ୍କ ରୁ ଟଙ୍କା ଉଠେଇ ବଡ ବଡ କୋଠା ଉପରେ କୋଠା କରିଛନ୍ତି, ଅନେକ ଜାହାଜ କିଣିଛନ୍ତି ଆଉ ଏସବୁ କିଏ କରୁଛନ୍ତି ଆଜି ମୁଁ କହିବି

ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଇଛି

ମୁକେଶ ଅମ୍ବାନୀଙ୍କର ଶହ ଶହ ବେନାମୀ କମ୍ପାନୀ ଅଛି, ସେମାନେ ଷ୍ଟକ ମାର୍କେଟକୁ ବିଗାଡ଼ୁଛନ୍ତି, ଭଲ କମ୍ପାନୀକୁ ନଷ୍ଟ କରୁଛନ୍ତି।
ମୁକେଶ ଅମ୍ବାନୀଙ୍କୁ ମୁଁ ଅନୁରୋଧ କରିବି ଦୟାକରି ଆପଣଙ୍କ ମିଡିଆ CNBC TV18 (ଯାହା Network 18ର ଏକ ଅଂଶ)କୁ ମୋ ପଛରେ ଲଗାନ୍ତୁ ନାହିଁ’- ସୁଭାଷ ଚନ୍ଦ୍ରା, ଜି ମିଡିଆ ପ୍ରତିଷ୍ଠାତା