‘୧୯୮୭ରେ ବୋଫର୍ସ ଦୁର୍ନୀତି କଥା ପଦାକୁ ଆସିଲା। ୧୯୮୯ରେ ଯୁବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମୋତେ ୨ ଥର କଫି ପିଇବାକୁ ଡାକିଥିଲେ।
କହୁ କହୁ କହିଲେ, ମୁଁ ଦଳର ବିଭିନ୍ନ ସ୍ତରରେ କାମ କରିଛି। ପ୍ରତିରକ୍ଷା କାରବାରରୁ କିଛି ଅଫିସର, ମନ୍ତ୍ରୀ, ମଧ୍ୟସ୍ଥ ଟଙ୍କା ହାତେଇବା ଜାଣିବାକୁ ମିଳୁଛି।
କେତେକ କହୁଛନ୍ତି ସେଭଳି ଟଙ୍କାକୁ NGO ବାଟେ କେବଳ ଦଳ ପାଇଁ ଅଣାଯାଇପାରନ୍ତା…
ରାଜୀବ ଗାନ୍ଧୀଙ୍କ ମୃତ୍ୟୁ (୧୯୯୧)ର ବହୁ ବର୍ଷ ପରେ ୨୦୧୪ରେ ମୁଁ ଏକଥା ଲେଖୁଛି‘- ଡ ଏ ପି ମୁଖାର୍ଜୀ, ପୂର୍ବତନ ସିବିଆଇ ନିର୍ଦେଶକ
*📕Book: Unknown Facets of Rajiv Gandhi, Jyoti Basu and Indrajit Gupta











