‘ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କୁ ମୁଁ କହିବି- ସିଙ୍ଗାପୁର ଭଳି ମନ୍ତ୍ରୀ, IAS, IPS…ଦରମା ବହୁତ ବଢ଼ାଇ ଦିଆଯାଉ।
ପୂର୍ବକୁ ଛାଡ଼ି ଆଗକୁ କିଏ ଦୁର୍ନୀତି କଲେ ମୃତ୍ୟୁ ଦଣ୍ଡ ମିଳୁ।
ମୁଁ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ LKYଙ୍କ ଦ୍ୱାରା ଖୁବ ପ୍ରଭାବିତ।
ମୁଁ ତାଙ୍କର ସବୁ ଭାଷଣ ଶୁଣିଛି। ଆମେ ତାଙ୍କ ଆଭିମୁଖ୍ୟ ଅନୁଧ୍ୟାନ କରିବା ଉଚିତ!
ଶ୍ରୀଧର ଭେମ୍ବୁ, Zoho ପ୍ରତିଷ୍ଠାତା (ତାମିଲନାଡୁ)
୫୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ଭେମ୍ବୁ











