Spread the love

ବାଲିକୁଦା କଟକ ଜୟ ଜଗନ୍ନାଥ ସୋସାଇଟି ର ସଭ୍ୟ ଗଣ 80 ତମ ସ୍ବାଧୀନତା ଦିବସ‌ ପାଳନ

ଏହି ଅବସରରେ ସଭାପତି ଡ଼ ବ୍ରଜକିଶୋର ନାୟକ ଜାତୀୟ ପତାକା ଉତୋଳନ କରି କହିଛନ୍ତି ବିଭିନ୍ନତା ମଧ୍ୟରେ ଏକତା ସବୁଠାରୁ ମହାନ ଅବଦାନ. ପୁରପଲ୍ଲୀ ରୁ ସହର ପର୍ଯନୁ ଆଜି ଏହା ଗଣ ପର୍ବରେ ପରିଣତ ହୋଇ ଦେଶପାଇଁ ଆତ୍ମବଳୀ ଦେଇ ଥିବା ମହାପୁରୁଷ ମାନଙ୍କୁ ସ୍ମରଣ କରି ତାଙ୍କରି ପଥ ରେ ନିଜକୁ ସମର୍ପଣ କରିବା ଉହିତ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧରେ ଶ୍ରୀ ଅନିରୁଦ୍ଧ ପ୍ରଧାନ, ଗୌରହରି ସାମଲ, ରମାକାନ୍ତ ସାହୁ, ଆଦିତ୍ୟ ପ୍ରସାଦ ପାତ୍ର,

ସଦାନନ୍ଦ ସେନାପତି, ବାବୁଲି ସାମଲ, ରବିନାରାୟଣ ସ୍ବାଇଁ, ହାରିବ୍ଲୁଭ ଦାସ, କରୁଣାକର ସେଠୀ, ରଘୁନାଥ ବେହେରା, ରବୀନ୍ଦ୍ର କର, ଶିଶିର ମହାନ୍ତି, ପ୍ରଦିପ ଲେଙ୍କା, ମନୋଜ ସାମଲ, ଉମାକାନ୍ତ ମହାନ୍ତି, ନିମାଇଁ ସାହୁ, ମୁଳିଆ ନାୟକ, ସୁବାସ ଲେଙ୍କା, ଭରତ ପ୍ରଧାନ,ବିଭୁତି ପଟନାୟକ, କୈଳାଶ ସିଂହ, ପୀତବାଶ ଖାଡ଼ଙ୍ଗା, ଲକ୍ଷ୍ମୀକାନ୍ତି ଶତପଥୀ, ଶିବ ରାୟ ବିଶ୍ବଜିତ ମହାନ୍ତି,ବିକ୍ରମା ଦିତ୍ୟ ସାମଲ, ସୁଧାଂଶୁ ଶେଖର ପାତ୍ର ପ୍ରମୁଖ ଜାତୀୟ ପତାକାକୁ ଅଭିବାଦନ ଜଣାଇ ଥିଲେ।