୪୦ ବର୍ଷ ପରେ ବୋଫର୍ସ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ସୁପ୍ରିମ କୋର୍ଟରୁ କ୍ଲିନଚିଟ ମିଳିଲା!

Spread the love

୪୦ ବର୍ଷ ପରେ ବୋଫର୍ସ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ସୁପ୍ରିମ କୋର୍ଟରୁ କ୍ଲିନଚିଟ ମିଳିଲା!

୨୦୧୩ରେ ପୂର୍ବତନ ସିବିଆଇ ନିର୍ଦେଶକ ଡ. ଏ ପି ମୁଖର୍ଜୀ ତାଙ୍କ ବହିରେ ଲେଖିଥିଲେ- ‘ରାଜୀବ ତାଙ୍କୁ କହିଲେ, ଦଳ ପାଇଁ ପ୍ରତିରକ୍ଷା ଚୁକ୍ତିରୁ ବି ଟଙ୍କା ଆସିବା ଦର୍କାର!’

୩୬ ବର୍ଷ ଧରି ଅନେକ ସୁପାରିଶ ପରେ ବି କଟକଣା ସହ ’ଦେଶ ପାଣ୍ଠିରେ ଦଳ ଓ ନିର୍ବାଚନ‘ ଚାଲିବା ଉଚିତ ନୁହେଁ କି?