ସାରା ଦେଶରେ ଦୁର୍ନୀତି ଦୂରୀକରଣ କ୍ଷେତ୍ରରେ ଏଇ ପାଲା ଚାଲିଛି |ଦୁର୍ନୀତି ନିବାରଣ ପାଇଁ ସରକାରୀ ଖର୍ଚ୍ଚରେ ସଭା ହେଉଛି, ସେଥିରେ ଅଧିକାରୀମାନେ ‘ଦୁର୍ନୀତି କରିବୁ ନାହିଁ’ ବୋଲି ଶପଥ ନେଉଛନ୍ତି | ଏ ଶପଥ ସମାରୋହର ଫଟୋ ସହ ଖବର ଗଣମାଧ୍ୟମରେ ଦିଶୁଛି | ତା ପରେ ଯାହା ହେଉଛି – ସମସ୍ତେ ଜାଣନ୍ତି

Spread the love

ହଠାତ୍ ଦ୍ୱିତୀୟ ସାଙ୍ଗ କହିଲା, “ ଆଛା ସାଙ୍ଗ ଆମେ ମଦ ନ ପିଇବାର ଶପଥ ନେଇଛୁ… ପିଆଇବାରେ ତ ମନା ନାହିଁ !”

ପ୍ରଥମ ସାଙ୍ଗ କହିଲା, ଭାଇ ତୁ ମୋ ମନ କଥା କହିଛୁ | ଦୁହେଁ ଗ୍ଲାସ ଉଠାଇଲେ ଏବଂ ପରସ୍ପରକୁ ମଦ ପିଆଇଲେ!
ସାରା ଦେଶରେ ଦୁର୍ନୀତି ଦୂରୀକରଣ କ୍ଷେତ୍ରରେ ଏଇ ପାଲା ଚାଲିଛି |
ଦୁର୍ନୀତି ନିବାରଣ ପାଇଁ ସରକାରୀ ଖର୍ଚ୍ଚରେ ସଭା ହେଉଛି, ସେଥିରେ ଅଧିକାରୀମାନେ ‘ଦୁର୍ନୀତି କରିବୁ ନାହିଁ’ ବୋଲି ଶପଥ ନେଉଛନ୍ତି | ଏ ଶପଥ ସମାରୋହର ଫଟୋ ସହ ଖବର ଗଣମାଧ୍ୟମରେ ଦିଶୁଛି | ତା ପରେ ଯାହା ହେଉଛି – ସମସ୍ତେ ଜାଣନ୍ତି |
India ranks 91st out of 182 countries on the Corruption Perceptions Index by Transparency International, scoring 39 out of 100.
Economic estimates suggest corruption reduces India’s annual GDP growth by roughly

Leave a Reply

Your email address will not be published. Required fields are marked *