ମାର୍ଚ୍ଚ ମାସରେ ଭୋପାଳର ଜଣେ ଷ୍ଟାଣ୍ଡଅପ କମେଡିଆନ ପୁଲକିତ ମଣିଙ୍କ ଗୋଟିଏ ଭିଡିଓ ୧୬ ଲକ୍ଷ ଭିୟୁ ଥିଲେ ବି ତାକୁ ଭାରତରେ IT Actରେ ବ୍ଳକ କରିଦିଆଯାଇଥିଲା!
ତାଙ୍କର subsriber/follower ସଂଖ୍ୟା ୬ ଲକ୍ଷ ଭଳି!
*ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଦେଶିକ ଗସ୍ତକୁ ଏଥିରେ ବ୍ୟଙ୍ଗ କରାଯାଇଥିଲା!
ମୋଦିଙ୍କ କାର୍ଯ୍ୟକଳାପକୁ ଅନେକ ସମୟରେ ସମାଲୋଚନା କରୁଥିବା ତଥା ୬୦ ମିଲିୟନ ବା ୬ କୋଟି ସବସକ୍ରାଇବର ଥିବା ୟୁଟ୍ୟୁବର/ଇଂଫ୍ଲୁଏନସର ଧ୍ରୁବ ରାଠୀ ଏହାକୁ ଦର୍ଶାଇଥିଲେ!
ଭାରତ ସରକାର ଧ୍ରୁବ ରାଠୀଙ୍କ ୨ଟି ଭିଡିଓ ବ୍ଳକ କରିଥିଲେ ବି ତାଙ୍କ ୟୁଟ୍ୟୁବ ଚାନେଲ ଉଡ଼ାଇ ପାରିନାହାନ୍ତି!











Leave a Reply