ଦାନା ବାତ୍ୟାରୁ ରକ୍ଷାକର ଆମ୍ଭମାନ ଜଗନ୍ନାଥ ଜଗନ୍ନାଥ ଗାଉଥାଉ ମନ ଭଜୁଥାଉ ଜପୁଥାଉ ପ୍ରଭୂ ତୁମ ନାମ- ଦିଲ୍ଲୀପ ମଙ୍ଗରାଜ. ଶିକ୍ଷାବିତ ଦେଉଳ କରଣ ସେବକ ଶ୍ରୀମନ୍ଦିର ପୁରୀ
ଦାନା ବାତ୍ୟାରୁ ରକ୍ଷାକର ଆମ୍ଭ ମାନ ଜଗନ୍ନାଥ ଜଗନ୍ନାଥ ଗାଉଥାଉ ମନଭଜୁଥାଉ ଜପୁଥାଉ ପ୍ରଭୂ ତୁମ ନାମ ଜୟ ଜୟ ଜଗନ୍ନାଥ ଜଗତ ଜୀବନକରୁଣାମୟ ହେ ପ୍ରଭୂ ଭକତଙ୍କ ପ୍ରାଣ ପରଂବ୍ରହ୍ମ ପରମଜ୍ୟାେତି ଦାରୁବ୍ରହ୍ମଅନାଦି ଅନନ୍ତ ହରି ନନ୍ଦର ନନ୍ଦନ ଅହଲ୍ୟ…