ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ସମସ୍ୟା ଘେରରେ ଗ୍ରାମାଞ୍ଚଳ ସାମ୍ବାଦିକତା ଶୀର୍ଷକ ଆଲୋଚନା ଚକ୍ର ଆଜି ମଙ୍ଗଳପୁର ବଜାରସ୍ତ ଥାଲକୁଡ଼ି ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି

ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି- ପ୍ରମିଳା ମଲ୍ଲିକଦଶରଥପୁର, ୨୪/୮ (ଦର୍ଶନ ସମୀକ୍ଷା):ଯାଜପୁର ଜିଲ୍ଲା…

Read More
ମାଲକାନଗିରି //ଓର୍କେଲ ପୋଲିସ ପକ୍ଷରୁ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତରେ “ଆମ ପୋଲିସ” ସମିତି,ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି-ମାଲକାନଗିରି ରୁ ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା

ଓର୍କେଲ ପୋଲିସ ପକ୍ଷରୁ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତରେ ଅନୁଷ୍ଠିତ ହେଲା ଆମ ପୋଲିସ ସମିତି ମାଲକାନଗିରି:ଦର୍ଶନ ସମୀକ୍ଷାମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ପକ୍ଷରୁ ରବିବାର ପୂର୍ବାହ୍ନ ୧୧…

Read More
ଆଜି ଆମ କେନ୍ଦ୍ରାପଡ଼ା ଜିଲ୍ଲା ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ଶିଳ୍ପାଞ୍ଚଳ ପୁନଃରୁଦ୍ଧାର ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହେଲା -ରତ୍ନାକର ପରିଡା କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ::(ଦର୍ଶନ ସମୀକ୍ଷା)ଆଜି ଆମ କେନ୍ଦ୍ରାପଡ଼ା ଜିଲ୍ଲା ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ଶିଳ୍ପାଞ୍ଚଳ ପୁନଃରୁଦ୍ଧାର ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହେଲା… ବୃହତ ଶିଳ୍ପ…

Read More