ଚତୁର୍ଥ ପାହାଚ ଆଡକୁ//ଷାଠିଏ ପୁରିଗଲା.ଟିକେ ଡେରିରେ ଶୋଇରହିଲେ ଜଣେ କିଏ କୁହେ ଉଠିଯା..ତୁମ ଭଳିଆ କିଏ ଶୋଉଚି ଏତେ ଡେରି ଯାଏ,? ଅବସର ନେଲ ବୋଲି ୟା ନୁହେଁ ଯେ ଶୋଇ ରହିବ.ଏକଥା ଷାଠିଏ ପୂର୍ବରୁ କେବେବି ଭାବନାରେ ଆସି ନଥିଲା… ଅଦ୍ଭୁତ ସତ୍ୟ….
ଚତୁର୍ଥ ପାହାଚ ଆଡକୁ………… ଷାଠିଏ ପୁରିଲେ ଅବସର, ଏକଥା ଷାଠିଏ ପୂର୍ବରୁ କେବେବି ଭାବନାରେ ଆସି ନଥିଲା l ହେଲେ ଦିନେ ସରକାରୀ ଭାବେ ଏହି ଅବସର ନେବାର ବୟସ ସାଥିରେ, ଧାର୍ଯ୍ୟ ତାରିଖ ମଧ୍ୟ ଆସିଗଲା l ଛୋଟ ଏକ…