Spread the love

*ଯଦି ତୁମ କୁ କିଏ ତଳେ ପକେଇବାକୁ ଚାହୁଁଛି ତେବେ ପକେଇବାକୁ ଦିଅ କାରଣ ସେ କେବେ ଆଗରେ ଚାଲିବା ଶିଖି ନଥିବ।*
*(ଟିକେ ପଛ କୁ ଘୁଞ୍ଚି ତାକୁ ଆଗକୁ ଯିବାକୁ ଦିଅ)*

*ଯଦି ତୁମ ର କିଏ ଗୋଡ଼ ଟାଣୁଛି ତେବେ ଟାଣିବାକୁ ଦିଅ…କାରଣ ସେ ନିଜେ କେବେ ଉପର କୁ ଉଠିବା ଜାଣି ନଥିବ।*
*(ସେ କେବେ ପଡ଼ିଯାଏ ହାତ ଦେଇ ଉଠିବାକୁ ସାହାରା ଦିଅ)*

*ଯଦି କିଏ ତୁମ ର ନିନ୍ଦା କରୁଛି ତାକୁ କରିବାକୁ ଦିଅ କାରଣ ସେ କେବେ ପ୍ରଶଂସା ର ପାତ୍ର ହୋଇ ନଥିବ।*
*(ତାର ନିନ୍ଦା କୁ ଗ୍ରହଣ କରି ତାର ପ୍ରଶଂସା କରି ପ୍ରେରଣା ଦିଅ)*

*ଯଦି ତୁମର କିଏ ସମାଲୋଚନା କରୁଛି କରିବାକୁ ଦିଅ…କାରଣ ସେ କେବେ ତୁମର ସମକକ୍ଷ ଯୋଗ୍ୟ ହୋଇ ନଥିବ।*
*(ତାକୁ ସାଥୀ ରେ ଠିଆ ହେବାକୁ ଦିଅ)*

*ଯଦି ତୁମର କିଏ ଖରାପ୍ ଚିନ୍ତା କରୁଛି ତାକୁ କରିବାକୁ ଦିଅ କାରଣ ସେ କେବେ ଭଲ ଚିନ୍ତା କଣ ଜାଣି ନଥିବ।*
*(ତାର ଭଲ ଚିନ୍ତା କରି ଖୁସି ରେ ରହିବାକୁ ଦିଅ)*

*ସବୁ ପରେ ଏତିକି କହିବି ସେଭଳି ଲୋକ ମାନଙ୍କୁ ଶିକ୍ଷା କେବଳ ଭଗବାନ୍ ଆଉ ସମୟ ଦେଇଥାଏ।🙏🙏🙏*

Leave a Reply

Your email address will not be published. Required fields are marked *