କିଛି ମିଡିଆ ଙ୍କ ଅଖା ନାହିଁ କି ଗଉଣି ନାହିଁ ଗଣମାଧ୍ୟମ ନାଁରେ ବ୍ଲାକମେଲ୍ କରି ଚାନ୍ଦା ଓ ବଟି ମଗା ଯାଉଥିବା ଅଭିଯୋଗ।ଗୃହରେବଡ଼ସାହି ବିଧାୟକଉଠାଇଲେ ଅନାମଧେୟ ଗଣମାଧ୍ୟମ ପ୍ରସଙ୍ଗ!

Spread the love

ଗୃହରେବଡ଼ସାହି ବିଧାୟକଉଠାଇଲେ ଅନାମଧେୟ ଗଣମାଧ୍ୟମ ପ୍ରସଙ୍ଗ!

ଶୂନ୍ୟକାଳରେ ଅନାମଧେୟ ଗଣମାଧ୍ୟମ ଓ ପ୍ରତିନିଧିଙ୍କ ଦୌରାତ୍ମ୍ୟ ପ୍ରସଙ୍ଗ ଉଠିଲା। ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିଜେପି ବିଧାୟକ ସନାତନ ବିଜୁଳି। ଗଣମାଧ୍ୟମ ନାଁରେ ବ୍ଲାକମେଲ୍ କରି ଚାନ୍ଦା ଓ ବଟି ମଗା ଯାଉଥିବା ଅଭିଯୋଗ।

ଏପରି ସଂସ୍ଥା ଓ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି। ପିଏମ୍‌ ଓ ସିଏମ୍‌ଙ୍କ ବିକୃତ ଫଟୋ ଓ ଭିଡିଓ AIରେ ତିଆରି କରୁଛନ୍ତି। ଠିକାଦାର ଓ ବ୍ୟବସାୟୀଙ୍କ ଫଟୋ ଭିଡିଓ କରି ସେମାନଙ୍କୁ ଚାନ୍ଦା, ବଟି ମାଗୁଛନ୍ତି। ଟଙ୍କା ନଦେଲେ ବ୍ଲାକମେଲିଂ କରୁଛନ୍ତି, ତେଣୁ କଠୋର କାର୍ଯ୍ୟାନୁଷ୍ଠାନ ହେଉ।