କନ୍ଧମାଳ // “ସୁରାସୁ” ବାତ୍ୟା କୁ ଦୃଷ୍ଟିରେ ରଖି ତା : 3/4 ସ୍କୁଲ କଲେଜ୍ ଛୁଟି ନିର୍ଦେଶ ଦେଲେ କନ୍ଧମାଳ ଜିଲ୍ଲାପାଳ

Spread the love

କନ୍ଧମାଳ : ସୁରାସୁ ବାତ୍ୟା କୁ ଦୃଷ୍ଟିରେ ରଖି ତା : 3/4 ସ୍କୁଲ କଲେଜ୍ ଛୁଟି ନିର୍ଦେଶ ଦେଲେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ..

Oplus_131072

କୁନା ଦିଗାଲ ଦର୍ଶନ ସମୀକ୍ଷା

କନ୍ଧମାଳ ତଥା ରାଜ୍ୟରେ ସୁରାସୁ ବାତ୍ୟା ଝଡ଼, ବର୍ଷା କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ଜିଲ୍ଲା ର ସମସ୍ତ ସ୍କୁଲ କଲେଜ୍ ତା :03 ଏବଂ 04 ତାରିଖ ଦୁଇଦିନ ଛୁଟି ନିର୍ଦେଶ ଦେଇଛନ୍ତି l କନ୍ଧମାଳ ଜିଲ୍ଲା ର ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଛୁଟି ରହିବ l ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜର ବିଦ୍ୟାଳୟ ରେ ରହି ସୁରାସୁ ବାତ୍ୟା ର ଜରୁରୀ କାଳିନ ପରିସ୍ଥିତି କୁ ଏଭଳି ନିର୍ଦେଶ ଜାରି କରିବା ସହିତ ସୂଚାରୁ ରୂପେ ନିଜ ନିଜର ବିଦ୍ୟାଳୟ ରେ ରହି କାର୍ଯ୍ୟ ସମ୍ପାଦନ କରିବେ ଏବଂ ଜନ ସାଧାରଣ ଙ୍କୁ ସହଯୋଗ କରିବେ l କିନ୍ତୁ କୌଣସି ଛାତ୍ର ଛାତ୍ରୀ ମାନେ ଏହି ଦୁଇଦିନ ବିଦ୍ୟାଳୟ କୁ ଆସିବେ ନାହିଁ ବଲି ଜିଲ୍ଲାପାଳ ମହୋଦୟ ନିର୍ଦେଶ ଜାରି କରିଛନ୍ତି l