Spread the love

ଆନନ୍ଦ ଉଦ୍ଦିପନା ମଧ୍ୟରେ 80 ତମ ସ୍ୱାଧୀନତା ଦିବସ ପାଳିତ ।
ଦର୍ଶନ ସମୀକ୍ଷା, ବଡ଼ବିଲ
ତା-15-08-2026
ଆଜି ସାରା ଦେଶ ପାଳୁଛି ଅଶି ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବଡ଼ବିଲ ଉତ୍ସବ ପଡିଆ, ଦ୍ରୌପଦୀ ବଲଭାବନ ପିଏଚଡି ସ୍ଥିତ ଐକ୍ୟକ୍ଷେତ୍ର ଠାରେ ସ୍ୱାଧୀନତା ଦିବସକୁ ଆନନ୍ଦ ଉଦ୍ଦିପନା ମଧ୍ୟରେ ପାଳନ କରାଯାଇଛି । ସକାଳ ୮ଟାରେ ଦ୍ରୌପଦୀ ବାଲ ଭବନ ରେ ବଡ଼ବିଲ ଥାନା ଅଧିକାରୀ ଙ୍କ ଦ୍ୱାରା ପତକା ଉତଳନ କରିବା ସହ ଉତ୍ସବ ପଡିଆ ଠାରେ ବଡ଼ବିଲ ତହାସିଲଦାର ଓ ବଡ଼ବିଲ ପୌରଦକ୍ଷ ଶ୍ରୀ ଲକ୍ଷ୍ମଣ ମହାନ୍ତ ମୁଖ୍ୟ ଅତିଥି ଭାବେଉତ୍ସବ ପଡିଆ ରେ ଜାତୀୟ ଦିବସ ପାଳନ ସମିତି ପକ୍ଷ ରୁ ଏକ ବିରାଟ ଭାବରେ ସ୍ୱାଧୀନତା ଦିବସ ପାଳନ କରାଯଇଥିଲା ଏହି କାର୍ଯ୍ୟକ୍ରମ ରେ ବଡ଼ବିଲ ପୌରପାଳିକା ର ଅଦକ୍ଷ ଶ୍ରୀ ଲଖଣ ମହାନ୍ତ ପତକା ଉତୋଳନ କରିଥିଲେ ଓ ସ୍କୁଲ ପିଲାମାନଙ୍କ ଦ୍ୱାରା ପ୍ୟାରେଡ କରାଯିବା ସହ ଦେଶତାତ୍ମକ ନୁର୍ତ୍ୟ କରାଯିବା ସହ ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ବିତରଣ କରାଯାଇଥିଲା ଏହାକୁ ଜାତୀୟ ଦିବସ ପାଳନ ସମିତି ର ସଭାପତି ଶ୍ରୀ ରାକେଶ କୁମାର ପଣ୍ଡା ଓ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ନାୟକ ମଞ୍ଚରେ ଓ ବଡ଼ବିଲ ପୂର୍ବତନ ପୌରାଅଦକ୍ଷ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର, ଅଶୋକ ପ୍ରଜାପତି, ବାସୁଦେବ କର୍ମକାର, ଇନ୍ଦ୍ରଜିତ ଯାଦବ, ସଞ୍ଜୟ ନାୟକ, ରାମ କର୍ମକାର ଓ ବଡ଼ବିଲ ବିଭିନ୍ନ ସାମାଜିକ ଅନୁଷ୍ଠାନ ରହି ଅତି ସୁଚାର ରୂପେ ପରିଚାଳନା କରିଥିଲେ। ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ସେହିପରି ଭାବରେ ବଡ଼ବିଲ ଉତ୍ସବ ପଡିଆ ରେ ଜାତୀୟ ଦିବସ ପାଳନ ସମିତି ପକ୍ଷ ରୁ ଏକ ବିରାଟ ଭାବରେ ସ୍ୱାଧୀନତା ଦିବସ ପାଳନ କରାଯଇଥିଲା ଏହି କାର୍ଯ୍ୟକ୍ରମ ରେ ବଡ଼ବିଲ ପୌରପାଳିକା ର ଅଦକ୍ଷ ଶ୍ରୀ ଲଖଣ ମହାନ୍ତ ପତକା ଉତୋଳନ କରିଥିଲେ ଓ ସ୍କୁଲ ପିଲାମାନଙ୍କ ଦ୍ୱାରା ପ୍ୟାରେଡ କରାଯିବା ସହ ଦେଶତାତ୍ମକ ନୁର୍ତ୍ୟ କରାଯିବା ସହ ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ବିତରଣ କରାଯାଇଥିଲା ଏହାକୁ ଜାତୀୟ ଦିବସ ପାଳନ ସମିତି ର ସଭାପତି ଶ୍ରୀ ରାକେଶ କୁମାର ପଣ୍ଡା ଓ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ନାୟକ ମଞ୍ଚରେ ଓ ବଡ଼ବିଲ ପୂର୍ବତନ ପୌରାଅଦକ୍ଷ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର, ଅଶୋକ ପ୍ରଜାପତି, ବାସୁଦେବ କର୍ମକାର, ଇନ୍ଦ୍ରଜିତ ଯାଦବ, ସଞ୍ଜୟ ନାୟକ, ରାମ କର୍ମକାର ଓ ବଡ଼ବିଲ ବିଭିନ୍ନ ସାମାଜିକ ଅନୁଷ୍ଠାନ ରହି ଅତି ସୁଚାର ରୂପେ ପରିଚାଳନା କରିଥିଲେ।