ଅଦାନୀ ଗ୍ରୁପ ସୌର ପ୍ରକଳ୍ପ ପାଇଁ ଆମେରିକାରୁ ପୁଞ୍ଜି ଆଣି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଅଫିସରଙ୍କୁ ପ୍ରାୟ ₹୨ ହଜାର କୋଟି ଲାଞ୍ଚ ଦେବା ନେଇ ଆମେରିକା କୋର୍ଟରେ ଜୋ ବାଇଡେନ ସରକାର କେସ କଲେ!
ଆମେରିକାର ନ୍ୟୁୟର୍କ ଜିଲ୍ଲା କୋର୍ଟ କହିଲେ- ସରକାର (ଟ୍ରମ୍ପ ସରକାରଙ୍କ ଆଇନ ବିଭାଗ) କହୁଛନ୍ତି ବୋଲି ଆମେ କେସ ଡ୍ରପ କରୁଛୁ- ଏହାକୁ କେହି ଭୁଲରେ କୋର୍ଟରୁ କ୍ଲିନଚିଟ ଦିଆଗଲା ବୋଲି ଭାବିବା ଉଚିତ ନୁହେଁ!
ହେଲେ ଭାରତରେ ବୋଧେ ଶିଳ୍ପ ପାଇଁ ଲାଞ୍ଚ ନେବା ଏକ ସାଧାରଣ କଥା ହୋଇଥିବାରୁ କିଛି ମାମଲା ରୁଜୁ କରାଗଲା ନାହିଁ!












Leave a Reply