ରାଘବ ଚଡ୍ଡା: “ଦୁନିଆରେ ସେମିତି କୌଣସି ଟଙ୍କା ତିଆରି ହୋଇନାହିଁ ଏବଂ ସେମିତି କୌଣସି ଦଳ ମଧ୍ୟ ନାହିଁ, ଯାହା ମୋତେ କିଣିପାରିବ।”
ସାୟନୀ ଘୋଷ: “ମୁଁ ଚଡ୍ଡା ନୁହେଁ ଯେ ଚଡ୍ଡି ହୋଇଯିବି, ଘୋଷ ସବୁବେଳେ ଗୋଟିଏ ଚାପ୍ଟର ଘୋଷିବ ।”
ରାଜନୀତି ଏକ ଖେଳ, ଯାହାକୁ ଚତୁର ଲୋକମାନେ ଖେଳନ୍ତି, ଆଉ ମୂର୍ଖମାନେ କେବଳ ବିବାଦ କରନ୍ତି।
ତେଣୁ ନେତାମାନଙ୍କ ପାଇଁ ନିଜ ମଧ୍ୟରେ ବିବାଦ କରନ୍ତୁ ନାହିଁ। 😊












Leave a Reply