Spread the love

ପାରାଦ୍ୱୀପ ରେ ବିଜେଡି ର ବିରାଟ ସଭା ହେଇଥିଲା ସେଥିରେ ବିଜୁ ଜନତା ଦଳର ଅନେକ ନେତା କର୍ମୀ ଯୋଗ ଦେଇଥିଲେ ମଞ୍ଚ ଉପରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଲେ

ହାଇକୋର୍ଟ ରେ ସାତୋଟି କେଶ ଫାଇଲ ହେଇଛି ଓ ଖୁବ ଶୀଘ୍ର ଉପନିର୍ବାଚନ ହେବାକୁ ଯାଉଛି ଓ ଆମେ କଂଗ୍ରେସ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା। ଉପର ମହଲରେ ଚର୍ଚ୍ଚା ସାରିଲାଣି ଆଉ ଅଳ୍ପ ଦିନ ବାକି. ନବୀନ ବାବୁ ପୁଣି ଆସୁଛନ୍ତି ଆପଣ ମାନେ ନିଶ୍ଚିନ୍ତ ରୁହନ୍ତୁ. ୟେ ସରକାର 100 ଦିନରେ ଫେଲ ହେଲାଣି ବୋଲି ସମସ୍ତେ ଜାଣି ସାରିଲେଣି.ଖୋଲା ମଂଚରେ ଏଭଳି ଚାଂଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ।

Leave a Reply

Your email address will not be published. Required fields are marked *