କ୍ୟାବିନେଟ କମିଟି ଦ୍ୱାରା ନିର୍ବାଚନ କମିଶନରେ ଡେପୁଟି ନିର୍ବାଚନ କମିଶନର (ପ୍ରଶାସନ) ଭାବେ ଜୁଲାଇ ୨୦୨୪ରେ ନିଯୁକ୍ତି ପାଇଥିବା IAS ମନୀଷ ଗର୍ଗ ତାଙ୍କ କଥା ନ ଶୁଣୁଥିବାରୁ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀ କ୍ୟାବିନେଟ ସଚିବ ଟି ଭି ସୋମନାଥନଙ୍କୁ ଜୁଲାଇ ୨୯, ୨୦୨୬ରେ ଚିଠି ଲେଖିଥିଲେ।
ନିର୍ବାଚନ କମିଶନ ଏକ ସ୍ୱାଧୀନ ସଂସ୍ଥା ହୋଇଥିବାରୁ କ୍ୟାବିନେଟ ସଚିବ ଏହି ଚିଠିର ନକଲକୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ପ୍ରମୁଖ ସଚିବଙ୍କ ପାଖକୁ ଜାଣିବା ପାଇଁ ପଠାଇ ଦେଇଥିଲେ
RTI











