ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଯେତେବେଳେ ମୁଁ ଆଇନମନ୍ତ୍ରୀ ଥିଲି, ସେତେବେଳେ କୌଣସି ଅବସରପ୍ରାପ୍ତ ବିଚାରପତିଙ୍କୁ ଭେଟିଲେ ମୋର ଭୟ ଜାତ ହେଉଥିଲା, ସେ କାଳେ ତାଙ୍କ ବାୟୋଡାଟା ମୋ ହାତରେ ଦେଇ ପୁନଃନିଯୁକ୍ତି ମାଗିବେ କି ଆଶଙ୍କାରେ-ଅରୁଣ ଜେଟଲୀ, ବିରୋଧୀ ଦଳ ନେତା, ରାଜ୍ୟସଭା (2012-13)

Spread the love

ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଯେତେବେଳେ ମୁଁ (ଅରୁଣ ଜେଟଲୀ) ଆଇନମନ୍ତ୍ରୀ ଥିଲି, ସେତେବେଳେ କୌଣସି ଅବସରପ୍ରାପ୍ତ ବିଚାରପତିଙ୍କୁ ଭେଟିଲେ ମୋର ଭୟ ଜାତ ହେଉଥିଲା, ସେ କାଳେ ତାଙ୍କ ବାୟୋଡାଟା ମୋ ହାତରେ ଦେଇ ପୁନଃନିଯୁକ୍ତି ମାଗିବେ କି ଆଶଙ୍କାରେ!

ଅବସର ପରେ ବିଭିନ୍ନ ଲାଭଜନକ ପଦବୀ ପାଇବାର ପ୍ରଲୋଭନ ବିଚାରପତିମାନଙ୍କ ମଧ୍ୟରେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି। ହଁ, କିଛି ସ୍ୱାଭିମାନୀ ବିଚାରପତି ନିଶ୍ଚୟ ଅଛନ୍ତି।”

ଅରୁଣ ଜେଟଲୀ, ବିରୋଧୀ ଦଳ ନେତା, ରାଜ୍ୟସଭା (2012-13)