ଆଣ୍ଟନ୍ ପିଲିପା // ସେ ଦୀର୍ଘ ୫ ବର୍ଷ ଧରି ଖାଲି ପାଦରେ ଏବଂ କେବଳ ପିନ୍ଧିଥିବା ପୋଷାକରେ ପ୍ରାୟ ୧୦,୪୦୦ କିଲୋମିଟର ଚାଲି ଚାଲି ଆମାଜାନ୍ ଜଙ୍ଗଲ ରେ ଦିଗ ହରା ହେଇ ବୁଲୁଥିଲେ କାନାଡା ପୋଲିସ ତାଙ୍କୁ ଏକ କାଦୁଅ ପଚପଚ ରାସ୍ତା ରେ ବସିଥିବା ବେଳେ ଉଦ୍ଧାର କରିଥିଲେ,

Spread the love

ଆଣ୍ଟନ୍ ପିଲିପା (Anton Pilipa):
କାନାଡାର ଏହି ବ୍ୟକ୍ତି ଜଣକ ୨୦୧୨ ମସିହାରେ ନିଜ ଘରୁ ନିଖୋଜ ହୋଇଯାଇଥିଲେ। ସେ ମାନସିକ ରୋଗ (ସ୍କିଜୋଫ୍ରେନିଆ) ରେ ପୀଡ଼ିତ ଥିଲେ।

ସେ ଦୀର୍ଘ ୫ ବର୍ଷ ଧରି ଖାଲି ପାଦରେ ଏବଂ କେବଳ ପିନ୍ଧିଥିବା ପୋଷାକରେ ପ୍ରାୟ ୬,୫୦୦ ମାଇଲ୍ (୧୦,୪୦୦ କିଲୋମିଟର) ଚାଲି ଚାଲି କାନାଡାରୁ ଆମାଜାନ୍ ଜଙ୍ଗଲ (ବ୍ରାଜିଲ୍) ରେ ପହଞ୍ଚିଥିଲେ।

୨୦୧୬ ମସିହା ଶେଷ ଆଡ଼କୁ ବ୍ରାଜିଲ୍ ପୋଲିସ୍ ତାଙ୍କୁ ଆମାଜାନ୍ ଜଙ୍ଗଲର ଏକ କାଦୁଅ ରାସ୍ତାରେ ଖାଲି ପାଦରେ ଅତି ଦେଶୀୟ ଅବସ୍ଥାରେ ଉଦ୍ଧାର କରିଥିଲା ଏବଂ ପରେ ସେ ନିଜ ପରିବାର ସହ ମିଶିଥିଲେ।