ବଲାଙ୍ଗିର //ବିଷ ପିଇ ଆଲବମ ଅଭିନେତ୍ରୀ ଜସ୍ମିନ ମାଝୀ ମୃତ

Spread the love

ବଲାଙ୍ଗିର ଜିଲ୍ଲାର ଘୁଚାପାଲି ଅଞ୍ଚଳର ପ୍ରସିଦ୍ଧ ମହିଳା କୀର୍ତ୍ତନ ଦଳର ଗାୟିକା ଓ ଆଲବମ ଅଭିନେତ୍ରୀ ଜସ୍ମିନ ମାଝୀ ବିଷ ପାନ କରି ନିଜର ଜୀବନ ହାରିଛନ୍ତି।

ସେ କେଉଁ ପରିସ୍ଥିତିରେ କିମ୍ବା କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ, ସେ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।