‘ମୁଁ ସେମାନଙ୍କୁ National Media ନ କହି Noida Media କୁହେ। ଅଧିକାଂଶ ଜାତୀୟ ଟିଭିର ମୁଖ୍ୟ ଅଫିସ ନୋଇଡାରେ। ସେମାନେ ସାରା ଦେଶ କଥା ଦେଖାନ୍ତିନି।
ଦିଲ୍ଲୀରେ ଅନଧିକୃତ ବସ୍ତିରେ ରହୁଥିବାରୁ ୬୦୦ ଭୋଟରଙ୍କ ନାଁ କଟିଗଲା।
Indian Expressର ପର ଦିନ ରିପୋର୍ଟରୁ ସ୍ପଷ୍ଟ ହେଲା ଗୋଆରେ ୯୭ ଭୋଟରଙ୍କ ନାଁ ଏପର୍ଯ୍ୟନ୍ତ ତାଲିକାକୁ ଫେରିନି। ସବୁ ଦିଲ୍ଲୀରୁ ସଫଟୱେୟାର କଣ୍ଟ୍ରୋଲ କରୁଥିଲା।
ଏବେ କିଛି ଗୋଦୀ ମିଡିଆ ବସ ସ୍ୱର ବଦଳାଇଲେଣି। ସେମାନେ ଜ୍ଞାନେଶ କୁମାରଙ୍କୁ ଦୋଷ ଦେଉଛନ୍ତି। ସରକାର ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଢ଼ିଲା ଭଳି ଜ୍ଞାନେଶ କୁମାରଙ୍କୁ କାଢ଼ି ଦେଇପାରନ୍ତି!
Indian Express ଓ ତାର ସାମ୍ବାଦିକା ରିତିକା ଚୋପ୍ରା, ତାପରେ ଏହି ଖବର carry କରିଥିବା ସବୁ ମିଡିଆକୁ ଧନ୍ୟବାଦ!‘ – ଯୋଗେନ୍ଦ୍ର ଯାଦବ











