“ସାମ୍ବାଦିକତା ଏକ ’ଆନ୍ତରିକ ଇଚ୍ଛା’, ଜବ୍ ବା ଚାକିରି ନୁହେଁ।
ଲୋକଙ୍କର ମିଡିଆ ଉପରେ ବିଶ୍ୱାସ କମିବାର କାରଣ ହେଉଛି, ତାଙ୍କ ପାଖରେ ସତ ଜାଣିବାକୁ ଅନେକ ବିକଳ୍ପ ଅଛି।
ତେବେ ପୃଥିବୀରେ ଅଧିକ ଲୋକ cat video ଦେଖୁଥିବା ବେଳେ ପ୍ରକୃତ ଜର୍ଣ୍ଣାଲିଜିମକୁ କେମିତି ଭିୟୁ ଓ ରେଭିନ୍ୟୁ ମିଳିବ?
“- ପାଲକି ଶର୍ମା ଉପାଧ୍ୟାୟ











