ଏମ, ଏମ,ଡି,ଆର ଆଇନ ତୁରନ୍ତ ପ୍ରତ୍ୟାହାର ଦାବି ରେ ଓ, ଜେ, ସି, ପକ୍ଷରୁ ଚଣ୍ଡିଖୋଲ ଠାରେ ଅର୍ଥନୌତିକ ଅବରୋଧ, ——————
ଯାଜପୁର ଆଜି ତା ୮, ୯, ୨୦୨୬ ରିଖ (ଦର୍ଶନ ସମୀକ୍ଷା)
ଏମ, ଏମ, ଡି, ଆର, ଆଇନ ୨୦୨୬ କୁ କେନ୍ଦ୍ରସରକାର ତୁରନ୍ତ ପ୍ରତ୍ୟାହାର ଦାବି ରେ ଚଣ୍ଡିଖୋଲ ଛକ ଠାରେ ଓଡିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତାରେ ଏକ ପ୍ରତିବାଦ ସଭାପତି ଅନୁଷ୍ଠିତ ହୋଇଥଲା ଏହି ସଭାରେ ରାଜ୍ୟ ସଭାପତି ଇଂ ମହମ୍ମଦ ମୋକିମ ଯୋଗ ଦେଇ କହିଲେ କେନ୍ଦ୍ର ବି ଜେ ପି ସରକାର ମାନ୍ୟବର ସର୍ଵାଚନ୍ୟାଳୟ ନିର୍ଦ୍ଧିଶ ଦେଇଥିବା ୨୦୨୪ ରାୟ କୁ ଅବଜ୍ଞା କରି ବିନା ବିତର୍କ ରେ ଲୋକସଭା ରେ ବିତର୍କ ନ କରି ଅଧ୍ୟାଦେଶ ଜରିଆରେ ଏମ, ଏମ, ଡି, ଆର ଆଇନ ୨୦୨୬ କୁ ସଂଶୋଧିତ କରି ପାରିତ କରିବା ଦ୍ୱାରା ଆମ ରାଜ୍ୟ ଘୋର ଅର୍ଥସଂକଟ ରେ ସମ୍ମୁଖୀନ ହେବା ସହିତ ବାକି ଥିବା ଏକ ଲକ୍ଷ କୋଟି ଅର୍ଥ ଛାଡ଼ ହେବା ସହିତ ବାର୍ଷିକ ୨୪ ହଜାର କୋଟି ରାଜସ୍ୱ ହରାଇବାକୁ ପଡିବ ଯାହା ସମ୍ବିଧାନ ରେ ଥିବା ୨୪୬ ଧାରା କୁ ମୋଦୀ ସରକାର ଖୁଲା ଖୋଲି ଉଲଘନ୍ନ କରି ଶିଳ୍ପପତି ମାନଙ୍କୁ ପ୍ରୋଛାୟାନ ଦେବ,

ଏପରି ସ୍ଥଳେ ଆଜି ର ପ୍ରତିବାଦ ଡବଲ ଇଞ୍ଜିନ ସରକାର କୁ ସତର୍କ ଘଟି ବୋଲି ଶ୍ରୀ ମୋକିମ ଚେତାବନୀ ଦେଇଥିଲେ ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ କୁମାର ରାୟ, ଦିଲ୍ଲୀପ ରାଉତ ମନୋରଞ୍ଜନ ନାୟକ ମନୋଜ ଜେନା ସୋମନାଥ ରାଉତ, ପ୍ରଦୀପ ପ୍ରଧାନ ଶୈଳବାଳା ଜେନା, ଗିରିବାଲା ବେହେରା, ପ୍ରଦୀପ ଧଳ, ସଂଗ୍ରାମ ମାଝୀ ଅନିଲ କୁମାର ବେହେରା ଅଶୋକ ପଢ଼ିଆରୀ ନିକୁଜ ପଶI ୟତ, ଆର୍ଯ୍ୟବୀର ଲେଙ୍କା ନଜ଼ବୂର ରେହେମନ ଖାନ, ପ୍ରଶାନ୍ତ ଶତପଥି ରଂଜିତା ରାଉତ, ସେକ ବଦ୍ରିଉଁଦିନ ପ୍ରମୁଖ ସରକାର ଙ୍କ ଓଡ଼ିଆ ଅସ୍ମିତା ନାମରେ ଶାସନ କରୁଥିବା ଡବଲ ଇଞ୍ଜିନ ସରକାର ଙ୍କୁ ଦୃଢ଼ ସମାଲୋଚନା କରିଥିଲେ, ଏହା ପରେ ଓ, ଜେ, ସି ରାଜ୍ୟ ସଭାପତି ଙ୍କ ନେତୃତ୍ୱ ରେ ଅର୍ଥନୌତିକ ଅବରୋଧ କରି ସହ ସହ ସଂଖ୍ୟା କର୍ମୀ ରାସ୍ତା ଉପରେ ବସି ରହିବା ଯୋଗୁ ଯାନବାହାନ ଅଟକି ରହିଲା ଶେଷରେ ପୋଲିସ କୁ ନିୟଂତ୍ରଣ କରିବାକୁ ନାକେଦମ ହେବାକୁ ପଡିଲା











