ଢେଙ୍କାନାଳ //ଦୁଇଦିନ ବ୍ୟାପୀ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ଠାରେ ଢେଙ୍କାନାଳର ଜଣାଶୁଣା ମୟୁର ଏକାଡେମୀ ଅଫ୍ ମୁ୍ୟଜିକ୍ ଓ ନୃତ୍ୟ ଅନୁଷ୍ଠାନ ତା’ର ୨୫ତମ ବାର୍ଷିକ ଉତ୍ସବ ତଥା ୧୦ମ ସପ୍ତଶଯ୍ୟା ମହୋତ୍ସବ ମହାସମାରୋହରେ ପାଳନ କରିଛି

ମୟୁର ଅନୁଷ୍ଠାନର ଦଶମ ସପ୍ତଶଯ୍ୟା ମହୋତ୍ସବ ଓ ୨୫ତମ ବାର୍ଷିକ ଉତ୍ସବଢେଙ୍କାନାଳ,୬ା୧୦: -=(ଦର୍ଶନ ସମୀକ୍ଷା) ଦୁଇଦିନ ବ୍ୟାପୀ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ଠାରେ ଢେଙ୍କାନାଳର ଜଣାଶୁଣା ମୟୁର…

Read More
କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣାଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣାହ୍ବାଟ୍‌ସ ଆପ୍, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ସ୍ନାପ୍‌ଚାଟ୍ ଆଦି ୨୪ ଘଣ୍ଟା ପାଇଁ ବନ୍ଦ,କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଓ ବିଧାୟିକା ଙ୍କ ଅପିଲ୍‌

କଟକରେସୋସିଆଲ୍ମିଡିଆଉପରେକଟକଣାକଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣାଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣାହ୍ବାଟ୍‌ସ ଆପ୍, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ସ୍ନାପ୍‌ଚାଟ୍ ଆଦି ୨୪ ଘଣ୍ଟା…

Read More
ରାଉରକେଲା //ଗରିମା ପରିବାର ସିଜିନ ୩ ର ଶ୍ରେଷ୍ଠ ଓଡ଼ିଆଣୀ ର ଅଡିସନ ଆସନ୍ତା ୨୫ ଓ ୨୬ ରେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନ ଆସନ୍ତା ୨୫ ଓ ୨୬ ରେ……ରାଉରକେଲା:ସସ୍ମିତା ପ୍ରଧାନ (ଦର୍ଶନ ସମୀକ୍ଷା) ଗରିମା ପରିବାର ସିଜିନ ୩…

Read More