Spread the love

ଆପଣ କୌଣସି କମ୍ପାନୀ PRO ହେଲେ, ଭଲ ଦରମା ପାଇ କମ୍ପାନୀ ଶୃଙ୍ଖଳା ଓ ସ୍ୱାର୍ଥ ଜଗିଲେ ଆପଣଙ୍କୁ ସମାଲୋଚନା ହେବନି, ମାତ୍ର ମିଡିଆରେ କମ ଦରମା ପାଇ ଶୃଙ୍ଖଳା ଭିତରେ କାମ କଲେ ବି ଲୋକେ ଆପଣଙ୍କ ମିଡିଆକୁ ଗୋଦି ମିଡିଆ-ବିସ୍କୁଟ ମିଡିଆ କହିବାକୁ ପଛାଇବେ ନାହିଁ!
ଏ ବୃତ୍ତି ଯେ ଭିନ୍ନ, ମିଡିଆ ହାଉସ ବସାଉଥିବା ଲୋକେ ବୁଝିବା ଉଚିତ।

ମିଡିଆ ସ୍ୱାଧୀନତା ପାଇଁ ଯେଉଁ ନେତାମାନେ କାର୍ଯ୍ୟରେ ଅଧିକ ଉଦାରତା ଦେଖାଇଛନ୍ତି ସେମାନଙ୍କ ଭିତରେ ରହିବେ-
ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ଦକ୍ଷିଣ ଆଫ୍ରିକାର
ରାଷ୍ଟ୍ରପତି ନେଲସନ ମାଣ୍ଡେଲା, ଚେକୋସ୍ଲୋଭାକିଆର ରାଷ୍ଟ୍ରପତି ଭାକଲାଭ ହାଭେଲ!
ସାମ୍ୱାଦିକ ଯଦି ଦରମାପ୍ରାପ୍ତ ‘ବୌଦ୍ଧିକ ଶ୍ରମିକ‘, ଦରମା ପାଇ ଦେଶ ସେବା କରୁଥିବା ସୈନିକ, ଡାକ୍ତର, ନେତା କଣ?

Leave a Reply

Your email address will not be published. Required fields are marked *