ଟ୍ରେନ୍ରେଗୋଟିଏଆମ୍ବୁଲାନ୍ସରେଆଉଏକ_ପ୍ରସବ
କଟକ: ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀ
ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଶିଶୁପୁତ୍ର ଜନ୍ମ
ଜେନେରାଲ୍ କୋଚ୍ରେ ଯାତ୍ରା ବେଳେ ପ୍ରସବ ବେଦନା ହୋଇଥିଲା
ରେଲ୍ ମଦଦରେ ଅଭିଯୋଗ ପରେ କଟକ ଷ୍ଟେସନରେ ପହଞ୍ଚିଥିଲା RPF ଟିମ୍
ହେଲେ ସେତେବେଳକୁ ଶିଶୁକୁ ଜନ୍ମ ଦେଇ ସାରିଥିଲେ ମହିଳା
RPF କର୍ମଚାରୀ ମହିଳାଙ୍କ ପାଇଁ ଜରୁରୀ ସହାୟତା ବ୍ୟବସ୍ଥା କରିଥିଲେ
ପୁଣି ବେଦନା ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ SCB ପଠାଯାଇଥିଲା
ହସ୍ପିଟାଲ ନେବା ବାଟରେ ଆମ୍ବୁଲାନ୍ସରେ ଦ୍ୱିତୀୟ ଶିଶୁ ଜନ୍ମ ଦେଇଥିଲେ
ମା ଓ ଉଭୟ ନବଜାତ ସୁସ୍ଥ ଥିବା ସୂଚନା, RPFକୁ ଯାତ୍ରୀମାନଙ୍କ ପ୍ରଶଂସା
କଟକ// ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଶିଶୁପୁତ୍ର ଜନ୍ମ












Leave a Reply