ନବୀନ ପଟନାୟକଙ୍କ ଶାସନ ରେଜିମ(regime) ମନେ ନରଖିବା ଉଚିତ- ରବି ଦାସ ବରିଷ୍ଟ ସାମ୍ୱାଦିକ

Spread the love

ଖଣି ଓ ଆଦିବାସୀ ଇସ୍ୟୁରେ ଏ ମୁଖ୍ୟମନ୍ତ୍ରୀ (ମୋହନ ଚରଣ ମାଝୀ) ବିଧାୟକ ଥିବାବେଳେ ଅନେକ ଆଗ୍ରହ ଦେଖାଉଥିଲେ।ଆଦିବାସୀଙ୍କ ଅବସ୍ଥା ମୁଁ ଦେଖିଛି। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୁଁ ଖୁସି। ତାଙ୍କୁ authority ମିଳିବା ଉଚିତ।
ମାତ୍ର ଏହି ସାମନ୍ତବାଦୀ ବ୍ୟବସ୍ଥାରେ ଓ ଡବଲ ଇଂଜିନ ସରକାରରେ ସେ ଅନ୍ତତଃ ଆଦିବାସୀ ଓ ଖଣି ପ୍ରସଙ୍ଗରେ ଯେତିକି କାମ କରିପାରନ୍ତେ ତାହା କରିପାରୁନାହାନ୍ତି ବୋଲି ମୋତେ ଲାଗୁଛି!
ଆପଣ ଏମାନଙ୍କୁ କିଭଳି ଦେଖନ୍ତି?👀

ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଉତ୍ତର:

ମୋହନ ମାଝୀ- ଜଣେ ଆଦିବାସୀ ନେତା, ଆଶାନୁରୂପ କାମ କରିପାରୁନାହାନ୍ତି।

ନବୀନ ପଟନାୟକ: ନବୀନ ପଟନାୟକଙ୍କ ଶାସନ/ ରେଜିମ(regime) ମନେ ନ
ରଖିବା ଉଚିତ

ସତ୍ୟ ନାୟକ: ଜଣେ ଭଲ ସାମ୍ବାଦିକ

Leave a Reply

Your email address will not be published. Required fields are marked *