Spread the love

କନ୍ଧମାଳ : ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ମାନୁନାହାନ୍ତି ଜିଲ୍ଲା ର ବିଡିଓ ମାନେ.. ନୂତନ ସ୍ତାନରେ ଜୈନ୍ କରୁନାହାନ୍ତି 10 APO..ମାନେ..

କନ୍ଧମାଳ କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଜିଲ୍ଲା ରେ ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ବେଖାତ୍ରୀ କରୁଛନ୍ତି ଜିଲ୍ଲା ର ସମସ୍ତ ବିଡିଓ ବଲି ଚର୍ଚ୍ଚା l କନ୍ଧମାଳ ଜିଲ୍ଲା ର 10 ଟି ବ୍ଲକ୍ ରୁ ଅନ୍ୟ ବ୍ଲକ୍ ଭିତରେ ଅଦଳ ବଦଳ ହେଇଛି ଜିଲ୍ଲା ର 10 ଟି ବ୍ଲକ୍ ରେ ଥିବା( ଏ, ପି, ଓ,) ମାନଙ୍କୁ l ଗତ ତା : 06 /05/2026 ରିଖରୁ ଜିଲ୍ଲାପାଳ ମହୋଦୟ ବଦଳି କରିଥିଲେ ମଧ୍ୟ ଗୋଷ୍ଠୀ ଉନୟନ ଅଧିକାରୀ ମାନେ ତାଙ୍କୁ ଏ ପର୍ଯ୍ୟନ୍ତ ରିଲିପ୍ ନ କରି ବଦଳି ହେଇଥିବା ଏ, ପି, ଓ, ମାନଙ୍କ ସହିତ ସଲା ସୁତରା ହେଇ ତାଙ୍କ ଠାରୁ ଭିତିରିଆ ଲକ୍ଷାଧିକ ଅର୍ଥ ପାଇବା ଆଶା ରେ ରିଲିପ୍ କରୁନ ଥିବା ଏବେ ଚର୍ଚ୍ଚା ଜୋର୍ ଧରିଛି l କନ୍ଧମାଳ ଜିଲ୍ଲା ରେ ବର୍ତ୍ତମାନ ର ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ଏତେ ଭଲ ଜେ କହିଲେ ନସରେ l ରାଜ୍ୟ ସରକାର ଙ୍କ ନିର୍ଦେଶ ଅନୁଯାଇ ଜିଲ୍ଲାପାଳ ଗାଦିମଡ଼ା କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରୁଥିବା ବେଳେ ତଳିଆ ଅଫିସର୍ ଏବଂ କିଛି ଦୁର୍ନୀତି କାରି ଗଣମାଧ୍ୟମ ପ୍ରତିନିଧି ମାନେ ମିଶି ବଦଳି ହେଇଥିବା କର୍ମଚାରୀ ମାନଙ୍କୁ ନୂତନ ଜାଗାରେ ଜୈନ ନ କରିବା ପାଇଁ ସହଯୋଗ କରୁଥିବା ଏବେ ଦେଖିବାକୁ ମିଳୁଛି l ଏପଟେ କହୁଛନ୍ତି ଆମେ ମେଧାବି ଏବଂ ବରିଷ୍ଠ ସାମ୍ବାଦିକ ସେପଟେ ଦୁର୍ନୀତି କାରି କର୍ମଚାରୀ ମାନଙ୍କ ସହିତ ସଲା ସୁତରା ହେଇ ଉପରେ ଭଦ୍ର ଦେଖେଇ ହେଉଥିବା ଚର୍ଚ୍ଚା l ଗଣମାଧ୍ୟମ ପ୍ରତିନିଧି ମାନେ ଯଦି ଦୁର୍ନୀତି କାରି କର୍ମଚାରୀ ମାନଙ୍କୁ ଘଣ୍ଟ ଘୋଡେ଼ଇ କି ସେ ମୋ ଭାଇ. ସେ ମୋ ପିଇସୀ ନାନି. ସେମୋ ସ୍ତ୍ରୀ, ସେ ମୋ ଭଣଞ୍ଜା ଏଭଳି କହି ଦୁର୍ନୀତି କରୁଥିବା କର୍ମଚାରୀ ମାନଙ୍କୁ ସହଯୋଗ କରୁଥିବା ସାମ୍ବାଦିକ ମାନେ କେତେ ଜେ ଆହୁରି ଦୁର୍ନୀତି କରିବା ପାଇଁ ସହଯୋଗ କରୁଛନ୍ତି ତାହା ବୁଦ୍ଧି ଯିବି ଏବଂ ଜ୍ଞାନୀ ମାନେ ହିଁ ବୁଝି ପାରୁଥିବେ l ଗତ ତା :06/05/2026 ରିଖ ରେ ହେଇଥିବା ଚିଠି ନମ୍ବର : 1465 ରେ ଜିଲ୍ଲାପାଳ ମହୋଦୟ ଙ୍କ ବଦଳି ନିର୍ଦ୍ଧେଶ ଥିଲେ ମଧ୍ୟ ଏଯାଏଁ କେହି ମଧ୍ୟ ନୂତନ ସ୍ତାନ ରେ ଜୈନ କରିନ ଥିବା ଦେଖିବାକୁ ମିଳୁଛି ଏହା ହିଁ ସ୍ପଷ୍ଠ ପ୍ରମାଣ କରୁଅଛି କି ଜିଲ୍ଲାପାଳ ମହୋଦୟ ଙ୍କ ନିର୍ଦେଶ କୁ କନ୍ଧମାଳ ଜିଲ୍ଲା ରେ ଥିବା ବିଡିଓ ମାନେ ଦୁର୍ନୀତି କାରି କର୍ମଚାରୀ ମାନଙ୍କ ଠାରୁ ଭିତିରିଆ ଲକ୍ଷାଧିକ ଅର୍ଥ ପାଇବା ଆଶା ରେ ବେଖାତ୍ରୀ ବଦଳି ହେଇଥିବା 10 ଜଣ ଏ, ପି, ଓ ମାନଙ୍କୁ ରିଲିପ୍ ନ କରି କିଛି ନ ଜାଣିବାର ଅଭିନୟ କରୁଛନ୍ତି l କନ୍ଧମାଳ ଜିଲ୍ଲାପାଳ ମହୋଦୟ ଏଭଳି ଦୁର୍ନୀତି କାରି କର୍ମଚାରୀ ମାନଙ୍କ ଉପରେ କେବେ ପଦକ୍ଷେପ ନେବେ ତାହା ଏବେ ଦେଖିବା ଅପେକ୍ଷାରେ କନ୍ଧମାଳ ଜିଲ୍ଲା ର ମୂଳ ନିବାସୀ l

Leave a Reply

Your email address will not be published. Required fields are marked *