ବିଜୁ ବାବୁଙ୍କ ଝିଅ ଗୀତା ମେହେଟାଙ୍କ ବାହାଘରରେ କେବଳ ଜଳଖିଆ ପ୍ଲେଟ ମିଳିଥିଲା- ଅମିୟଭୂଷଣ ତ୍ରିପାଠୀ, ପୂର୍ବତନ ଡିଜିପି

Spread the love

‘୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଆହ୍ୱାନର ପ୍ରଭାବ ଦେଖିବାକୁ ମିଳିଥିଲା।
ସେତେବେଳେ ବଡ଼ବଡ଼ିଆଙ୍କ ବାହାଘରରେ କେବଳ ଜଳଖିଆ ବ୍ୟବସ୍ଥା ହେଉଥିଲା।
ବିଜୁ ବାବୁଙ୍କ ଝିଅ ଗୀତା ମେହେଟାଙ୍କ ବାହାଘରରେ କେବଳ ଜଳଖିଆ ପ୍ଲେଟ ମିଳିଥିଲା‘- ଅମିୟଭୂଷଣ ତ୍ରିପାଠୀ, ପୂର୍ବତନ ଡିଜିପି

*ଜାନକୀ ବାବୁଙ୍କ କାରକେଡ଼ ଦୁଇ/ତିନିରେ ସୀମିତ ଥିଲା। ପ୍ରଥମେ ନବୀନ ବାବୁ ବି ଅଧିକ ସୁରକ୍ଷା ନେଉନଥିଲେ।
ମାତ୍ର ୨୦୧୫ରେ ନବୀନ ବାବୁଙ୍କ ଗାଡ଼ିକୁ ଯୁବ କଂଗ୍ରେସ ନେତାମାନେ ଅଣ୍ଡା ମାଡ଼ କରିବା ପରେ ଏହା ପ୍ରାୟ ୭ରୁ ୧୨/୧୪କୁ ବଢ଼ିଗଲା।

ମୋହନ ମାଝୀ ମଧ୍ୟ ଏହାକୁ କମାଇ ନଥିଲେ। ଏବେ ପଶ୍ଚିମ ଏସିଆ ଯୁଦ୍ଧ-ତୈଳ ସଙ୍କଟ ସହ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ କାରକେଡରେ ମୋହନ ମାଝୀଙ୍କ ଗାଡ଼ି ସଂଖ୍ୟା ୧୨ରୁ ୪କୁ ଖସିଛି!

Leave a Reply

Your email address will not be published. Required fields are marked *