ପ୍ରକାଶ ବେଉରା: (ଦର୍ଶନ ସମୀକ୍ଷା) କଟକ ଜିଲ୍ଲା ଅବକାରୀ ଅଧିକ୍ଷକ, ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ର ମୋବାଇଲ ସ୍କ୍ୱାର୍ଡ ମାହାଙ୍ଗା ଥାନା ଅନ୍ତର୍ଗତ ଅଲି ନଗର ଗ୍ରାମ ଠାରେ ଚଢ଼ୁକରିଥିଲେ !ଉକ୍ତ ଚଢ଼ାଉ ସମୟରେ ଆସାମୀ ସୁକୁ ଦେବ ସାମଲ, ଓ ବିଦୁଲତା ସାମଲ ଙ୍କ ଘରୁ 1-ସ୍ପିରିଟ,14ଲିଟର,2-ଡୁପ୍ଲିକେଟ ଦେଶୀ ମଦ180ଗୋଟି ବୋତଲ 180ମିଲି ଲେଖାଏଁ 32.400 ଲିଟର,3- ଡୁପ୍ଲିକେଟ ଲେବୁଲ -600ବିଭିନ୍ନ mc Dowell +400, =1000,4-ଇଏଏ ଲ -1140ଗୋଟି,5-ଖାଲି କାଚ ବୋତଲ -200,+80Royal whiskey =280ଗୋଟି ଏହିପରି ସବୁ ନାମୀ କମ୍ପାନୀ ମାନଙ୍କର , ଠିପି -410 ବରାମଦ କରି ଜବତ କରାଯାଇଥିଲା.ସମୁଦାୟ ଜବତ ହୋଇଥିବା ମଦ ଏବଂ ଅନ୍ୟ. ସରଞ୍ଜାମ ସାମଗ୍ରୀ ର ଆନୁମାନିକ ମୂଲ୍ୟ ବଜାରରେ ଟ1,79,360/ ରୁ ଉର୍ଦ୍ଧ ଆକଳନ କରାଯାଉଛି. ଏଣୁ ଏହି ସଂକ୍ରାନ୍ତରେ ଏକ ମମଲା ରୁଜୁ କରାଯାଇ ଉକ୍ତ ଘରୁ ଉଭୟ 2ଜଣଙ୍କୁ ଗିରଫ କରାଯାଇଛି ! ଉକ୍ତ ଚଢ଼ାଉରେ ଅବକାରୀ ବିଭଗ ଆଇ ଆଇ ସି ଭକ୍ତ ବତ୍ସଳ ବର୍ମା, ଜିଲ୍ଲା ମୋବାଇଲ ଇୟୁନିଟ ର ଅକ୍ଷୟକୁମାର ଜେନା, ଏସ ଆଇ ଜୟପ୍ରକାଶ ବେହୁରିଆ, ଏ ଏସ ଆଇ ଅଜୟ କୁମାର ଜେନା,ଙ୍କ ସହ ଅନ୍ୟ ଅବକାରୀ କର୍ମଚାରୀ ମାନେ ହେଲେ ଦେବବ୍ରତ, ଶଙ୍କର ସିଂଙ୍ଗ ଏବଂ ମୋନାଲିଶା ସାହୁ ସମୂହେ ଉପସ୍ଥିତି ଥିଲେ.












Leave a Reply